Door43-Catalog_or_tn/1TI/06/01.md

2.1 KiB

ଯୁଆଳିର ଅଧୀନ

ଏହା ଏକ ଉପମାରୁପେ ଅନୁବାଦ କରାଯାଇପାରେ ଯାହାଏକ ଦାସକୁ ବଳଦରୁପେ ଦେଖାଏ କିମ୍ବା ଅନ୍ୟ ପଶୁ ଯାହା ଏକ କାଠର ଛଡ଼ ଏହାର କାନ୍ଧ ଉପରେ ରଖାଯାଇଛି ତେଣୁ ଏହା ହଳ ଟାଣି ପାରିବ । ଏହା ମଧ୍ୟ ଦାସଙ୍କ ପାଇଁ ଦୁଇଗୁଣ ଅଟେ , ତେଣୁ ଉପମାକୁ ଅନ୍ତର୍ଭୁକ୍ତ କରିବା ବହୁତ କଠିନ ଅଟେ , ଆପଣ ଏହାକୁ ଛାଡ଼ି ପାରନ୍ତି ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ଓ ଦୁଇ ଗୁଣ ])ଏହା ମଧ୍ୟ ଏହିପରି ଅନୁବାଦ କରାଯାଇ ପାରେ ଯେପରି ଖ୍ରୀଷ୍ଟିୟ ହେବା ଉପମା ।

ନିନ୍ଦିତ ହେବା

'' ଯେଉଁମାନେ ମଣ୍ଡଳୀ ବାହାରେ ଅଛନ୍ତି ଈଶ୍ଵରଙ୍କ ବିରୁଦ୍ଧରେ ମନ୍ଦ କୁହନ୍ତି ଓ ଈଶ୍ଵରଙ୍କ ସମ୍ଭାଦ ବିଷୟରେ ''

ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ତୁଚ୍ଛ ନ କରନ୍ତୁ କାରଣ ସେମାନେ ଭାଇ

କାରଣ ସେମାନଙ୍କର କର୍ତ୍ତାମାନେ ବିଶ୍ୱାସୀ ଭାଇମାନେ, ଯେଉଁ ଦାସମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ଦାସମାନେ ସେମାନଙ୍କୁ ଭାଇ ତୁଚ୍ଛ କରିବା ଉଚିତ ନୁହଁ ''

ସେମାନେ ସେମାନଙ୍କୁସେବା କରିବା ଉଚିତ

'' ଯେଉଁ ଦାସମାନଙ୍କର କର୍ତ୍ତାମାନେ ବିଶ୍ଵାସୀ ସେମାନେ ସେମାନଙ୍କୁ ସେବା କରିବା ଉଚିତ''