Door43-Catalog_or_tn/1TI/05/21.md

3.0 KiB
Raw Permalink Blame History

ତୁମ୍ଭେ

ପାଉଲ କେବଳ ଏକ ବ୍ୟକ୍ତିକୁ କହୁଅଛନ୍ତି , ତୀମଥୀ , ତେଣୁ ସମସ୍ତ ତୁମ୍ଭର ଓ ଆଜ୍ଞାଗୁଡିକର ଗଠନ ଏକ ବଚନ ହେବା ଉଚିତ । ( ଦେଖନ୍ତୁ : ତୁମ୍ଭର ଆକୃତିଗୁଡିକ )

ପକ୍ଷପାତ

'' ପୁର୍ବରୁ ବିଚାର କରିବା '' କିମ୍ବା '' ସେମାନଙ୍କର କାହାଣୀକୁ ତୁମେ ଶୁଣିବା ପୁର୍ବରୁ ବିଚାର କରିବା '' ତୀମଥୀକୁ ସତ୍ୟତାକୁ ଶୁଣିଲାପରେ ବିଚାର କରିବାର ଥିଲା ।

ପକ୍ଷପାତଠାରୁ

'' ଯେଉଁ ଲୋକମାନଙ୍କୁ ତୁମ୍ଭେ ପସନ୍ଦ କର ସେମାନଙ୍କ ଆଡ଼କୁ ଢଳିବା '' କିମ୍ବା ''ତୁମ୍ଭର ବନ୍ଦୁମାନଙ୍କ ଆଧାରରେ '' ତୀମଥୀକୁ ବାସ୍ତବତାକୁ ନେଇ ବିଚାର କରିବାର ଥିଲା , ସେ କାହା ସହିତ ସାମିଲ ଥିଲା ତାହା ଦ୍ଵାରା ନୁହଁ ।

ହସ୍ତାର୍ପଣ କର

ଯେଉଁଥିରେ ଈଶ୍ଵର ସନ୍ତୁଷ୍ଟ ହୁଅନ୍ତି ସେପରି ମଣ୍ଡଳୀରେ ସେବା କରିବାକୁ ଈଶ୍ଵର ଯେପରି ଲୋକମାନଙ୍କୁ ସକ୍ଷମ କରନ୍ତି ସେଥିପାଇଁ ଲୋକଙ୍କ ଉପରେ ଜଣେ କିମ୍ବା ଅଧିକ ମଣ୍ଡଳୀର ନେତାମାନେ ବାସ୍ତବରେ ହସ୍ତାର୍ପଣ ଓ ପ୍ରାର୍ଥନା କରିବା ଏକ ରୀତି ଥିଲା । ମଣ୍ଡଳୀର ନେତାମାନେ ବ୍ୟକ୍ତିକୁ ମଣ୍ଡଳୀରେ ସେବା କରିବା ପାଇଁ ଅଲଗା କରିବା ପୁର୍ବରୁ ତୀମଥୀକୁ ସେହି ବ୍ୟକ୍ତିର ଉତ୍ତମ ଚରିତ୍ର ଦେଖିବା ପର୍ଯ୍ୟନ୍ତ ତୀମଥୀଙ୍କ ଅପେକ୍ଷା କରିବାର ଥିଲା ।

ଅନ୍ୟମାନଙ୍କ ପାପରେ ସହଭାଗୀ

'' ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ '' ସମ୍ଭବତଃ ଅର୍ଥଗୁଡିକ ୧)ଯଦି ତୀମଥି ଏକ ବ୍ୟକ୍ତିକୁ ମଣ୍ଡଳୀରେ ସେବା କରିବାକୁ ମନୋନୀତ କରେ ଯେ ଅପରାଧୀ ଅଟେ , ସେହି ବ୍ୟକ୍ତିର ପାପ ନିମନ୍ତେ ଈଶ୍ଵର ତୀମଥିକୁ ଦାୟିତ୍ୱବାନ୍ କରିବେ , କିମ୍ବା ) ତୀମଥୀକୁ ପାପ କରିବା ଉଚିତ ନୁହେଁ ଯେତେବେଳେ ସେ ଅନ୍ୟମାନଙ୍କୁ ପାପ କରିବା ଦେଖନ୍ତି ।