Door43-Catalog_or_tn/1TI/05/17.md

1.7 KiB
Raw Permalink Blame History

ଯୋଗ୍ୟ ବୋଲି ଗଣିତ …….ହେଉ

'' ତୁମ୍ଭ ସମସ୍ତଙ୍କୁ ବିଶ୍ଵାସୀମାନେ ........ଯୋଗ୍ୟ ବୋଲି ଗଣିତ କରନ୍ତୁ '' ।

ଦୁଇ ଗୁଣ ସମାଦର

ସମ୍ଭବତଃ ଅନୁବାଦଗୁଡିକ ୧) '' ଉଭୟ ପ୍ରକାରର ସମାଦର : ସମ୍ମାନ ଓ ଅର୍ଥଦେବା '' କିମ୍ବା '' ) ଅନ୍ୟ ପ୍ରାପ୍ତଠାରୁ ଅଧିକ ସମ୍ମାନ '' । ତୁଣ୍ଡି

ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି

'' ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଓ ପ୍ରଚାର କରନ୍ତି ''

ମୁଁହ ବାନ୍ଧିବା

ଏକ ପୋଷାକର ହାତ ଯାହା ପଶୁର ଥୋମଣି ତାହାର ମୁଁହ ଖୋଲାବାକୁ ରୋକିବାକୁ ବନ୍ଧାଯାଏ ।

ବଳଦ

ଗାଈପରି ଏକ ବିଶାଳ ଓ ସୁସ୍ଥ ସବଳପଶୁ

ବୀଜ ଉପରେ ଚାଲିବା

ଉପରେ ଚାଲିବା କିମ୍ବା କଟା ବୀଜ ଉପରେ ଏକ ଭାରୀ ବସ୍ତୁ ଚିତ୍ର କରି ବୀଜକୁ ଦେମ୍ଫମାନଙ୍କ ଦ୍ଵାରା ଖାଇବା ନିମନ୍ତେ ଅଲଗା କରିବା ।ଯେପରି ବଳଦ କାମ କାରନ୍ତି କିଛି ବିଜ ଖାଇବାକୁ ସେମାନଙ୍କୁ ଅନୁମତି ଥିଲା ।

ଯୋଗ୍ୟ

'' ଯୋଗ୍ୟ ହୋଇଯିବା ''