Door43-Catalog_or_tn/1TI/05/11.md

2.4 KiB

କିନ୍ତୁ ଯୁବତୀ ବିଧବାମାନଙ୍କୁ , ତାଲିକାରୁ ଅଗ୍ରାହ୍ୟ କର

'' ଯୁବତୀ ବିଧବାମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କର ନାହିଁ '' । ବିଧବାମାନଙ୍କର ତାଲିକ ଷାଠିଏ ବର୍ଷ ଥିଲା ଯାହାକୁ ମଣ୍ଡଳୀ ସାହାଯ୍ୟ କରିବାକୁ ଯାଉଥିଲା ।

ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେବେ

'' ଖ୍ରୀଷ୍ଟଙ୍କଠାରୁ ସେମାନେ କାମାଭିଳାଷରେ ଆସକ୍ତ ହୋଇ ବିମୁଖ ହେବେ '' କିମ୍ବା '' କାମାଭିଳାଷରେ ଆସକ୍ତ ଅଛି ଯାହା ସେମାନଙ୍କୁ ଆତ୍ମିକ ସମର୍ପଣକୁ ତ୍ୟାଗ କରାଏ ''

ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଙ୍ଘନ କରନ୍ତି

'' ସେମାନଙ୍କର ପୂର୍ବ ପ୍ରତିଜ୍ଞା ରଖନ୍ତି ନାହି '' କିମ୍ବା '' ପୁର୍ବରୁ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ ତାହା ସେମାନେ କରନ୍ତି ନାହିଁ ''

ପ୍ରତିଜ୍ଞା

ବିଧବାଙ୍କର ପ୍ରତିଜ୍ଞା ଏହା ଥିଲା ଯେ ଯଦି ମଣ୍ଡଳୀ ସେମାନଙ୍କର ଆବଶ୍ୟକତା ଯୋଗାଇଦିଏ ସେମାନେ ଜୀବନସାରା ମଣ୍ଡଳୀରେ ସେବା କରିବେ ।

ଚୁଗୁଲି କରିବା

ଏହି ଲୋକମାନେ ଯେ ଅନ୍ୟମାନଙ୍କ ବ୍ୟକ୍ତିଗତ ଗୁପ୍ତ ବିଷୟକୁ ଅନ୍ୟଲୋକମାନଙ୍କୁ କୁହନ୍ତି ।

ହସ୍ତକ୍ଷେପ କରିବା ବ୍ୟକ୍ତି

'' ବ୍ୟସ୍ତରହିବାଲୋକେ '' ଏହିଲୋକେ ଯେ ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରନ୍ତି ।

ଯେଉଁ ବିଷୟ ସେମାନେ କହିବା ଉଚିତ ନୁହଁ

'' ଯେଉଁ ବିଷୟ ଏମିତିକି ଉଲ୍ଲେଖ କରିବା ଠିକ୍ ନୁହଁ ''