Door43-Catalog_or_tn/1TI/05/09.md

2.5 KiB

ଜଣେ ବିଧବାପରି ନାମ ତାଲିକାରେ ଲେଖାଯାଉ

'' ସେଠାରେ ଏକ ତାଲିକା ଥିବା ବୋଧହୁଏ ,ଲିଖିତ କି ନାହିଁ , ବିଧବାଙ୍କର । ମଣ୍ଡଳୀ ଏହି ମହିଳାଙ୍କ ପାଇଁ ରହିବା ସ୍ଥାନ ଯୋଗାଇଦିଏ , ବସ୍ତ୍ର , ଓ ଖାଦ୍ୟ ଓ ମଣ୍ଡଳୀର ସେବାରେ ମହିଳାମାନଙ୍କୁ ଆଶା କରାଯାଏ ।

ଯେ ବୟସ ଷାଠିଏ ବର୍ଷରୁ ଊଣା ନୁହେଁ

ଯେଉଁ ବିଧବାମାନଙ୍କର ବୟସ ଷାଠିଏ ବର୍ଷରୁ କମ୍ ସେମାନେ ପୁଣିଥରେ ବିବାହ କରି ପାରନ୍ତି , କିନ୍ତୁ ମଣ୍ଡଳୀ ବିଧବାମାନଙ୍କର ଯତ୍ନ ନେବା ଆବଶ୍ୟକ ଯେଉଁମାନେ ଷାଠିଏ ବର୍ଷରୁ ଅଧିକ ।

ଏକ ସ୍ୱାମୀର ସ୍ତ୍ରୀ

'' ଜଣେ ସ୍ତ୍ରୀ ଯେ ଆପଣା ସ୍ୱାମୀପ୍ରତି ବିଶ୍ଵସ୍ତ ''

ସେ ସତ୍‍କର୍ମ ହେତୁ ନିଶ୍ଚିତ ସୁଖ୍ୟାତିପ୍ରାପ୍ତ

ବାକ୍ୟାଂଶ ଅନୁସରଣ କରୁଥିବା ଏହି ଉଦାହରଣ ମହିଳା କରିଥିବା ଉତମ କାର୍ଯ୍ୟର ପ୍ରକାର ନିମନ୍ତେ ସୁଖ୍ୟାତିପ୍ରାପ୍ତ କରି ପାରେ ।

ପାଦକୁ ଧୋଇଦିଅ

'' ସାହାଯ୍ୟ କରିବାକୁ ସାଧରଣ କାର୍ଯ୍ୟ କରେ '' । ଲୋକଙ୍କ ଅସନା ପାଦକୁ ଧୋଇ ଯେଉଁମାନେ ଅସନା ଓ କାଦୁଅ ଚାଲୁଥିଲେ, ଏହା କିଛି ବିଷୟପ୍ରତି ବ୍ୟବହାର ଶବ୍ଦ କିମ୍ବା ଉପମା ଅନ୍ୟଲୋକଙ୍କ ଆବଶ୍ୟକତା ପୁରଣ କରି ଓ ସେମାନଙ୍କ ପାଇଁ ଜୀବନ ଅଧିକ ଆନନ୍ଦମୟ କରିବା ।(ଦେଖନ୍ତୁ: [ଉପମା କିମ୍ବା ତୁଳନା ])

ସାଧୁମାନେ

'' ଈଶ୍ଵରଙ୍କ ପବିତ୍ର ଲୋକେ''

ସମସ୍ତ ସତ୍କର୍ମରେ ଉଦ୍‌ଯୋଗୀ ହୋଇ

'' ସତ୍କର୍ମ କରିବା ନିମନ୍ତେ ଜଣାଯାଏ ''