Door43-Catalog_or_tn/1TI/05/05.md

1.3 KiB

କିନ୍ତୁ ଜଣେ ପ୍ରକୃତ ବିଧବା ଏକୁଟିଆ ଛଡାଯାଏ

'' କିନ୍ତୁ ଯେ ପୃକୃତରେ ବିଧବା ତାହାର ପରିବାର ନାହିଁ ''

ସେ ସବୁବେଳେ ତାଙ୍କ ଆଗରେ ନିବେଦନ ଓ ପ୍ରାର୍ଥନାରେ ଅପେକ୍ଷା କରେ

'' ସେ ଧୈର୍ଯ୍ୟରସହ ଈଶ୍ଵରଙ୍କ ପାଇଁ ନିବେଦନ ଓ ପ୍ରାର୍ଥନାରେ ଅପେକ୍ଷା କରେ ''

ତଥାପି

'' କିନ୍ତୁ ''

ଭୋଗବିଳାସରେ ଆସକ୍ତ ମହିଳା

'' ମହିଳା ଯେ କେବଳ ନିଜ ଭୋଗବିଳାସ ନିମନ୍ତେ ବାସ କରେ ''

ମୃତ୍ୟୁ

ଉପମାର ଅର୍ଥ ଯେ ସେ ଈଶ୍ଵରଙ୍କୁ ଉତ୍ତର ଦେବାକୁ ସକ୍ଷମ ନୁହଁ ।ଏହା ଅନୁବାଦ କରାଯାଇପାରେ ''ମୃତ ବ୍ୟକ୍ତିପରି, ସେ ଈଶ୍ଵରଙ୍କୁ ଉତ୍ତର ଦିଏ ନାହିଁ '' ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

ଜୀବିତ

ଏହା ଶାରୀରିକ ଜୀବନକୁ ସୁଚାଏ ।