Door43-Catalog_or_tn/1TI/05/01.md

2.4 KiB

ପାଉଲ ଏକ ବ୍ୟକ୍ତିକୁ ଏହି ସବୁ ଆଜ୍ଞାଗୁଡିକ ଦେଉଅଛନ୍ତି , ତୀମଥି । '' ତୁମ୍ଭେ '' ଭିନ୍ନ ଭିନ୍ନ ଗଠନ ଭାଷାରେ ଅଛି କିମ୍ବା ଆଜ୍ଞା ପାଇଁ ଭିନ୍ନ ଭିନ୍ନ ଗଠନ ବ୍ୟବହାର କରାଯାଏ । ( ଦେଖନ୍ତୁ: ତୁମ୍ଭର ଆକୃତିଗୁଡିକ )

ବୃଦ୍ଧ ବ୍ୟକ୍ତିଙ୍କୁ ତିରସ୍କାର କର ନାହିଁ

'' ବୃଦ୍ଧ ବ୍ୟକ୍ତିଙ୍କୁ ନିଷ୍ଠୁରତାରେ କୁହ ନାହିଁ ''

କିନ୍ତୁ ପିତୃତୁଲ୍ୟ ଜ୍ଞାନ କରି ବିନୟ କର

'' କିନ୍ତୁ ଯେପରି ତୁମ୍ଭେ ତୁମ୍ଭ ପିତାଙ୍କୁ କହିଥାନ୍ତ ସେପରି ତାଙ୍କୁ ଉତ୍ସାହିତ କର ''

ଯୁବକମାନଙ୍କୁ ଭ୍ରାତୃତୁଲ୍ୟ ଉତ୍ସାହିତ କର

'' ଯୁବକମାନଙ୍କୁ ଭ୍ରାତୃତୁଲ୍ୟ ଉତ୍ସାହିତ କର'' କିମ୍ବା '' ଯୁବକମାନଙ୍କୁ ଭାଇଙ୍କ ପରି ବ୍ୟବହାର କର ''

ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଉତ୍ସାହିତ କର

'' ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଉତ୍ସାହିତ କର '' କିମ୍ବା '' ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଉତ୍ସାହିତ କର ଯେପରି ତୁମ୍ଭେ ତୁମ୍ଭର ମାତାଙ୍କୁ କରିଥାନ୍ତ ''

ଯୁବତୀମାନଙ୍କୁ ଭଗ୍ନୀତୁଲ୍ୟ

'' ଆପଣା ଭଉଣୀଙ୍କୁ ଯେପରି ବ୍ୟବହାର କରିଥାନ୍ତ ସେହିପରି ସେମାନଙ୍କୁ ବ୍ୟବହାର କର '' କିମ୍ବା '' ଯେପରି ତୁମ୍ଭେ ଆପଣା ଭଉଣୀଙ୍କୁ ବ୍ୟବହାର କରନ୍ତି ସେହିପରି ଯୁବତୀମହିଳାମାନଙ୍କୁ ବ୍ୟବହାର କର ''

ପବିତ୍ରତାରେ ଭାବରେ

'' ପବିତ୍ର ବିଚାର ଓ କାର୍ଯ୍ୟରେ '' କିମ୍ବା '' ପବିତ୍ରଭାବେ ''