Door43-Catalog_or_tn/1TI/04/11.md

1.2 KiB

ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ

'' ଆଜ୍ଞା ଦେଇ ଏହି ସମସ୍ତ ବିଷୟ ଶିକ୍ଷା ଦିଅ '' କିମ୍ବା '' ଆଜ୍ଞା ଓ ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଯାହା ମୁଁ ଉଲ୍ଲେଖ କରିଅଛି ''

ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ

'' କହରିକି ତୁମ୍ଭକୁ ତୁମ୍ଭର ଯୌବନାବସ୍ଥା ସକାଶେ ତୁଚ୍ଛ କରିବାକୁ ଦିଅନାହିଁ ''

ଶାସ୍ତ୍ରରେ ଧ୍ୟାନ ଲଗାଅ

'' ଶାସ୍ତ୍ରକୁ ଧ୍ୟାନ କର '' କିମ୍ବା '' ଲୋକଙ୍କ ମଧ୍ୟରେ ଈଶ୍ଵରଙ୍କ ବାକ୍ୟକୁ ଉଚ୍ଛ ସ୍ଵରରେ ପଢ଼ ''

ଉପଦେଶ.........ଧ୍ୟାନ

'' ଅନ୍ୟମାନଙ୍କୁ ଉପଦେଶ ଦିଅ '' କିମ୍ବା '' ଈଶ୍ଵରଙ୍କ ବାକ୍ୟକୁ ନିଜ ଜୀବନରେ ଲାଗୁ କରିବାକୁ ଅନ୍ୟମାନଙ୍କୁ ଉତ୍ସାହିତ କର ''