Door43-Catalog_or_tn/1TI/04/03.md

2.5 KiB

ସେମାନେ

ଏହି ଲୋକମାନେ ''

ବିବାହ ନିଷେଧ

'' ବିଶ୍ଵାସୀମାନେ ବିବାହ କରିବାକୁ ନିଷେଧ '' କିମ୍ବା '' ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ନିଷେଧ କରନ୍ତି '

ନିଷେଧ ......ଭୋଜନ ଗ୍ରହଣ କରିବାକୁ

'' ଲୋକଙ୍କ ଆବଶ୍ୟକତା ......ଭୋଜନରୁ ଦୁରରେ ରହିବାକୁ '' ଲୋକେ'' ଏଠାରେ ସମ୍ଭବତଃ '' ବିଶ୍ଵାସୀମାନେ '' ( UDB )।

ବିଶ୍ୱାସୀମାନେ ଯେ ସତ୍ୟ ଜାଣିଲେ

'' ବିଶ୍ୱାସୀମାନେ ଯେ ସତ୍ୟ ଜାଣନ୍ତି '' କିମ୍ବା '' ବିଶ୍ୱାସୀମାନେ ଯେ ସତ୍ୟକୁ ଜାଣିଛନ୍ତି'' ଯେଉଁ ମାନେ ସତ୍ୟ ଶିଖିଛନ୍ତି

ଧନ୍ୟବାଦ ସହ ଆମ୍ଭେ ଯାହା ନେଉ ତାହା ପ୍ରତ୍ୟାଖାନ ହୁଏ ନାହିଁ

'' ଆମ୍ଭେ କୌଣସି ବସ୍ତୁ ଫିଙ୍ଗି ନ ଥାଉ ଯାହା ଆମ୍ଭେ ଈଶ୍ଵରଙ୍କୁ ଧନ୍ୟବାଦ ଦେଉ'' କିମ୍ବା '' ଯେଉଁବିଷୟପ୍ରତି ଆମ୍ଭେ ଈଶ୍ଵରଙ୍କୁ ଧନ୍ୟବାଦ ଦେଉ ତାହା ଆମ୍ଭେମାନେ ଅଗ୍ରାହ୍ୟ କେବେ କରୁ ନାହୁଁ '' କିମ୍ବା '' ସମସ୍ତବିଷୟ ଯାହା ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁ ତାହା ଗ୍ରହଣୀୟ ''

ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ

'' ଈଶ୍ଵରଙ୍କର ବାକ୍ୟ ପାଳନ କରି ଓ ତାହାଙ୍କୁ ପ୍ରାର୍ଥନା କରି ଆମ୍ଭେମାନେ ଏହା ଈଶ୍ଵରଙ୍କ ବ୍ୟବହାର ନିମନ୍ତେ ପୃଥକୀକୃତ କରିଅଛୁ'' କିମ୍ବା '' ଈଶ୍ଵର ଯେଉଁ ସତ୍ୟ ପ୍ରକାଶ କରିଅଛନ୍ତି ସେହି ସତ୍ୟ ସହ ଯେ ଏକମତ ହୁଏ ତାହା ଆମ୍ଭେମାନେ ପ୍ରାର୍ଥନା ଦ୍ଵାରା ଈଶ୍ଵରଙ୍କ ବ୍ୟବହାର ନିମନ୍ତେ ଅଲଗା କରିଅଛୁ '' ( ଦେଖନ୍ତୁ: Hendiadys )