Door43-Catalog_or_tn/1TI/03/16.md

1.7 KiB

ଆଉ ଆମ୍ଭେ ସମସ୍ତେ ସମ୍ମତ ହେଉ

'' ଆଉ ସମସ୍ତ ପ୍ରଶ୍ନ ବାହାରେ '' କିମ୍ବା '' ଏବଂ ବିନା ସନ୍ଦେହରେ '' '' ଯାହା ପ୍ରାୟ ଅନୁସରଣ କରେ ତାହା ଏକ ସଂଗୀତ ,କବିତା,କିମ୍ବା ଧର୍ମ ମତ ଯାହା ପ୍ରାଚୀନ ମଣ୍ଡଳୀ ଗୁରୁତ୍ଵପୁର୍ଣ୍ଣ ବିଷୟକୁ ବ୍ୟବହାର କରୁଥିଲେ ଯାହା ସମସ୍ତ ବିଶ୍ଵାସୀମାନେ ଦେଇଥିଲେ ''।

ଶରୀରରେ

'' ଯେପରି ଏକ ପ୍ରକୃତ ମନୁଷ୍ୟ ''

ଈଶ୍ୱରଙ୍କ ପ୍ରକାଶିତ ସତ୍ୟ ଯେ ମହତ୍

'' କିପରି ଈଶ୍ୱରପରାୟଣତା ଜୀବନ ବାସ କରାଯିବ ସେହି ସତ୍ୟ ଯାହା ଈଶ୍ଵର ଆମ୍ଭମାନଙ୍କୁ ପ୍ରକାଶ କରିଅଛନ୍ତି ତାହା ମହାନ''

ଆମ୍ଭେମାନେ ଆତ୍ମାରେ ପ୍ରମାଣିତ

'' ଯୀଶୁ ସେ ଥିଲେ ଯାହାକୁ ସେ ବୋଲି କହିଥିଲେ ପବିତ୍ର ଆତ୍ମା ପ୍ରମାଣ କରେ ''

ଆମ୍ଭେ ଦେଶଦେଶରେ ଘୋଷଣା କରୁ

'' ଅନେକ ଦେଶରେ ଲୋକମାନେ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିଲେ ''

ଆମ୍ଭେମାନେ ଜଗତରେ ବିଶ୍ଵାସ କରୁ

'' ଜଗତର ଅନେକ ସ୍ଥାନର ଲୋକମାନେ ଯୀଶୁଙ୍କୁ ବିଶ୍ଵାସ କଲେ ''