Door43-Catalog_or_tn/1TI/03/14.md

1.8 KiB

ମୁଁ ତୁମ୍ଭ ନିକଟକୁ ଏହା ଲଖୁଅଛି

'' ମୁଁ ତୁମ୍ଭ ନିକଟକୁ ଏହି ଶିକ୍ଷା ଲେଖୁଅଛି ''

ଆଉ ତୁମ୍ଭ ନିକଟକୁ ଶୀଘ୍ର ଆସିବାକୁ ଆଶା କରେ

'' ଏମିତିକି , ମୁଁ ତୁମ୍ଭ ନିକଟକୁ ଶୀଘ୍ର ଆସିବାକୁ ଆଶା କରେ ''

କିନ୍ତୁ ଯଦି ମୁଁ ବିଳମ୍ବ କରେ

'' ଯଦି କୌଣସି କାରଣରୁ ମୁଁ ସେଠାକୁ ଆସିପାରେ ନାହିଁ ''କିମ୍ବା '' କିନ୍ତୁ ଯଦି କୌଣସି ବିଷୟ ମୋତେ ସେଠାକୁ ଶୀଘ୍ର ଆସିବାକୁ ବାଧା ସୃଷ୍ଟି କରେ ''

ତେଣୁକରିମୁଁ ଲେଖେ

'' ମୁଁ ଏହି ଉଦେଶ୍ୟରେ ଲେଖେ ଯେ ''

ଈଶ୍ୱରଙ୍କ ଗୃହରେ .........ନିର୍ଦ୍ଦେଶିତ ହେବ ଉଚିତ

'' ଈଶ୍ୱରଙ୍କ ପରିବାରକୁ ତୁମ୍ଭେ କିପରି ଚାଳିତ କରିବା ଉଚିତ''

ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ

ଉପମା ବିଶାଳର ଅଟେ , ଏକ ଦୃଢ଼ ସ୍ଥାନ ଯେଉଁଠାରେ ଈଶ୍ଵର ସତ୍ୟ ପ୍ରକାଶ କରନ୍ତି ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ]) ସ୍ଥାନକୁ[ Platform] ଏକ ଶ୍ରୟଣଡଃର[Synecdoche] ଅଂଶ ଭାବେ ପ୍ରକାଶ କରାଯାଇଅଛି, ଆଧାର ଓ ସିଧା ।(ଦେଖନ୍ତୁ : Synecdoche କୌଣସି ବସ୍ତୁର ଏକ ଅଂଶ ଯାହା ପୁରାକୁ ସୁଚିତ କରିବାକୁ ବ୍ୟବହାର ହୁଏ )