Door43-Catalog_or_tn/1TI/03/08.md

2.7 KiB

ଦୀକନ, ସେହି ପ୍ରକାରେ

'' ସେବକର ଆବଶ୍ୟକତାଗୁଡିକ , ଦୀକନ ନିମନ୍ତେ ମଧ୍ୟ ଆବଶ୍ୟକତାଗୁଡିକ ସେଠାରେ ଅଛି ''

ପଦର ଯୋଗ୍ୟତାଥିବା ଉଚିତ

'' ସମ୍ମାନଯୋଗ୍ୟଥିବା ଉଚିତ ''

ଦୁଇ ବାଚାଳ ନୁହେଁ

'' ଗୋଟିଏ ବିଷୟ କୁହେ ନାହିଁ କିନ୍ତୁ ଅର୍ଥ ଅନ୍ୟ ବିଷୟ '' କିମ୍ବା ' ଏକ ବ୍ୟକ୍ତି ଗୋଟିଏ ବିଷୟ କୁହେ ନାହିଁ ଏବଂ ଅନ୍ୟମାନଙ୍କୁ ଭିନ୍ନ ଭିନ୍ନ କୁହେ ''

ଅଧିକ ମଦ୍ୟପାନ କରେ ନାହିଁ

'' ମଦ୍ୟପାନରେ ଅନାସକ୍ତ '' କିମ୍ବା '' ମଦ୍ୟପାନରେ ଲିପ୍ତ ନୁହେଁ ''

ନିର୍ଲୋଭ

''ଅସାଧୁତାର ଉପାୟରେ ପ୍ରାପ୍ତ କରେ ନାହିଁ ''

ବିଶ୍ଵାସର ପ୍ରକାଶିତ ସତ୍ୟକୁ ସେମାନେ ପାଳନ କରିବା ଉଚିତ

'' ଈଶ୍ଵର ଆମ୍ଭମାନଙ୍କୁ ପ୍ରକାଶ କରିଥିବା ସମ୍ବାଦକୁ ଯାହା ଆମ୍ଭେମାନେ ବିଶ୍ଵାସ କରୁ ସେମାନେ ବିଶ୍ଵାସ କରିବା ଉଚିତ'' ସତ୍ୟ ଯାହା କିଛି ସମୟ ପୁର୍ବରୁ ଥିଲା କିନ୍ତୁ ତାହା ଈଶ୍ଵର ସେମାନଙ୍କୁ ସେହି ସମୟରେ ପ୍ରକାଶ କରୁଥିଲେ ଏହା ସେହି ସତ୍ୟକୁ ସୂଚିତ କରେ ।

ଏକ ଶୁଦ୍ଧ ବିବେକରେ

'' ଏକ ଶୁଦ୍ଧ ବିବେକ ଯାହା ସେ ଜାଣେ ଯେ ସେ କିଛି ଭୁଲ କରିନାହିଁ ''

ପ୍ରଥମେ ପ୍ରମାଣିତ....... ସେମାନେ ହେବା ଉଚିତ

'' ସେମାନେ ସେବା କରିବା ନିମନ୍ତେ ଉପଯୁକ୍ତ କି ନାହିଁ ତାହା ପ୍ରଥମେ ସେମାନେ ପ୍ରମାଣିତ ହେବା ଉଚିତ ''କିମ୍ବା '' ସେମାନେ ନିଜକୁ ପ୍ରମାଣ ପ୍ରଥମେ କରିବା ଉଚିତ ''

କାରଣ ସେମାନେ ନିର୍ଦ୍ଦୋଷ ହେବା ଉଚିତ

'' ଯଦି କେହି ସେମାନଙ୍କୁ ନିର୍ଦ୍ଦୋଷ ପାଏ '' କିମ୍ବା '' ସେମାନେ ନିର୍ଦ୍ଦୋଷ '' କିମ୍ବା '' ଯେହେତୁ ସେମାନେ କୌଣସି ଭୁଲ କରି ନାହାନ୍ତି ''।