Door43-Catalog_or_tn/1TI/03/04.md

2.2 KiB
Raw Permalink Blame History

ନିଜ ପରିବାରକୁ ଉତ୍ତମ ରୂପେ ଚଳାଏ ,ଆଉ ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନେ ତାହାଙ୍କୁ ମାନିବା ଉଚିତ

ସମ୍ଭବତଃ ଅର୍ଥଗୁଡିକ ୧) ଯେପରି ଏକ ଶାସନକର୍ତ୍ତା ସନ୍ତାନମାନେ ତାହାଙ୍କୁ ମାନିବା ଉଚିତ (UDB ) କିମ୍ବା ) ଶାସନକର୍ତ୍ତାଙ୍କୁ ସମ୍ମାନ ଦିଆଯିବା ଉଚିତ ଯେପରି ସେ ପରିବାରକୁ ଚଲାନ୍ତି ।

ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରେ

'' ନିଜ ପରିବାରର ଯତ୍ନ ନିଏ '' କିମ୍ବା '' ପରିବାରରେ ଯେ ରୁହନ୍ତି ସେମାନଙ୍କୁ ଉଚିତ ପଥ ପ୍ରଦର୍ଶନ କରନ୍ତି ''

ଗାମ୍ଭୀର୍ଯ୍ୟ ସହକାରେ

ସମସ୍ତ ସୁଚିତ କରିପାରେ '' ସମସ୍ତ ଲୋକେ '' କିମ୍ବା '' ସର୍ବଦା '' କିମ୍ବା '' ସବୁ ପରିସ୍ତିତିରେ ''

ଯଦି ଏକ ବ୍ୟକ୍ତି ଜାଣେ ନାହିଁ

'' କିନ୍ତୁ ଜଣେ ବ୍ୟକ୍ତି ଜଣେ ନାହିଁ '' କିମ୍ବା '' ଯେତେବେଳେ ଏକ ବ୍ୟକ୍ତି ଜାଣିପାରେ ନାହିଁ '' କିମ୍ବା '' କିନ୍ତୁ ଜଣେ ବ୍ୟକ୍ତି ଅସମର୍ଥ ମନେକରେ ''

ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେବ ?

ଏହା ଏକ ଆଳଙ୍କାରିକପ୍ରଶ୍ନ ଜେହ ଅନୁବାଦ କରାଯାଇପାରେ ଏହିପରି '' ସେ ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେବାକୁ ଅସମର୍ଥ ଅଟେ '' କିମ୍ବା '' ସେ ଈଶ୍ୱରଙ୍କ ମଣ୍ଡଳୀକୁଚାଳିତ କରିବାକୁ ସମର୍ଥ ହେବ ନାହିଁ '' ।( ଦେଖନ୍ତୁ: [ ଆଳଙ୍କାରିକପ୍ରଶ୍ନ ] )