Door43-Catalog_or_tn/1TI/02/13.md

2.3 KiB

ପ୍ରଥମେ ଆଦମ ସୃଷ୍ଟ ହୋଇଥିଲେ

'' ଈଶ୍ଵର ଆଦମକୁ ପ୍ରଥମେ ସୃଷ୍ଟି କଲେ '' କିମ୍ବା '' ଈଶ୍ଵରଙ୍କ ଦ୍ଵାରା ପ୍ରଥମେ ଆଦମ ସୃଷ୍ଟ ହୋଇଥିଲେ ''

ତାହା ପରେ ହବା

'' ତାହା ପରେ ହବା ସୃଷ୍ଟ ହୋଇଥିଲେ '' କିମ୍ବା '' ତାହା ପରେ ହବା ହେଲେ ''

ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ

'' ଆଉ ସର୍ପ ଦେଇ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ ''

ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ

'' ଈଶ୍ଵରଙ୍କ ଆଜ୍ଞା ମାନିଲେ ନାହିଁ '' ସମ୍ପୁର୍ଣଭାବେ ପ୍ରବଞ୍ଚିତ ହେଲା ପରେ '' ବାକ୍ୟାଂଶର ମୁଖ୍ୟ ବିଷୟ ହବା ଏହା ଅଟେ , ଆଦମ ନୁହଁ , ଯେ ପ୍ରଥମେ ଈଶ୍ଵରଙ୍କ ଆଜ୍ଞାଲଙ୍ଘନ କରିଥିଲେ । ସେ ପାପ କଲା କାରଣ ସେ ସମ୍ପୁର୍ଣ ଭାବେ ପ୍ରବଞ୍ଚିତ ହୋଇଥିଲା ।

ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ

'' ଈଶ୍ଵର ତାକୁ ଜୀବନର ସାଧାରଣ ଅଭିଶାପରୁ ରକ୍ଷା କରିବେ '' ।(ଦେଖନ୍ତୁ: Metonymy [ଶବ୍ଦ ପରିବର୍ତ୍ତେ ବ୍ୟବହୃତ ହୋଇଥିବା ତା'ର ଲକ୍ଷଣ ସୁଚକ ଶବ୍ଦ ])

ଯଦି ସେମାନେ ଜାରିରଖନ୍ତି

'' ଯଦି ସେମାନେ ରୁହନ୍ତି'' କିମ୍ବା '' ଯଦି ସେମାନେ ଜୀବିତ ରୁହନ୍ତି''

ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ

'' ଯୀଶୁଙ୍କୁ ବିଶ୍ଵାସ କରିବାରେ ଓ ଅନ୍ୟମାନଙ୍କୁ ପ୍ରେମ କରିବାରେ ଓ ପବିତ୍ରତାରେ ବାସ କରିବାରେ ''

ସୁବୁଦ୍ଧି ସହ

'' ଆତ୍ମସଂଯମ ସହ '' କିମ୍ବା '' ଯାହା ଉତ୍ତମ ଅଟେ ତାହାର ଜ୍ଞାନରେ ''