Door43-Catalog_or_tn/1TI/02/11.md

739 B

ଏକ ସ୍ତ୍ରୀ ଶିଖିବା ଉଚିତ

'' ଏକ ମହିଳାକୁ ଶିଖିବାକୁ ଦିଅ '' କିମ୍ବା '' ଏକ ମହିଳା ନିଶ୍ଚିତ ଶିଖିବା ଦରକାର ''

ମୌନ ଭାବରେ

'' ନୀରବରେ '' କିମ୍ବା '' ଶାନ୍ତି ବ୍ୟବହାରରେ ''

ସବୁ ପ୍ରକାରେ

'' ଯାହାସବୁ ଈଶ୍ଵର ଆଜ୍ଞା ଦିଅନ୍ତି ପାଳନ କାରିବାକୁ ପ୍ରସ୍ତୁତ ''

ମୁଁ ଏକ ମହିଳାକୁ ଅନୁମତି ଦିଏ ନାହିଁ

'' ଏବଂ ମୁଁ ଏକ ମହିଳାକୁ ଅନୁମତି ଦିଏ ନାହିଁ ''