Door43-Catalog_or_tn/1TI/02/08.md

2.1 KiB

ସବୁସ୍ଥାନରେ ଲୋକେ

'' ସବୁସ୍ଥାନରେ ପୁରୁଷମାନେ'' କିମ୍ବା '' ପୁରୁଷମାନେ ସବୁଆଢ଼େ '' ।

ଏବଂ ଉତ୍ତୋଳନ କରିବାକୁ

'' ଉତ୍ତୋଳନ କରିବା ଦ୍ଵାରା '' କିମ୍ବା ''ଉଠାଇବା ଦ୍ଵାରା

ପବିତ୍ର ହସ୍ତ

'' ହସ୍ତଗୁଡିକ ଯାହା ଈଶ୍ଵରଙ୍କ ପାଇଁ ଅଲଗା କରାଯାଇଅଛି '' ଏହା ଏକ ବ୍ୟକ୍ତି ପାଇଁ ଶବ୍ଦ ଯେ ପାପକୁ ପ୍ରତ୍ୟାଖାନ କରେ ।(ଦେଖନ୍ତୁ: [ଶବ୍ଦ ପରିବର୍ତ୍ତେ ବ୍ୟବହୃତ ହୋଇଥିବା ତା'ର ଲକ୍ଷଣ ସୁଚକ ଶବ୍ଦ ])

ବିନା କ୍ରୋଧ ଓ ସନ୍ଦେହରେ

'' ଅନ୍ୟ ଲୋକମାନଙ୍କ ପ୍ରତି କ୍ରୋଧ ପ୍ରକାଶ ନ କରି ଏବଂ ଅନ୍ୟମାନଙ୍କୁ ବିବାଦ ନ କରି'' କିମ୍ବା '' ଅନ୍ୟମାନଙ୍କ ପ୍ରତି କ୍ରୋଧ ପ୍ରକାଶ ନ କରି ଓ ଈଶ୍ଵରଙ୍କୁ ସନ୍ଦେହ ''

ସୁବୁଦ୍ଧି ସହକାରେ

'' ଯେପରି ଲୋକଙ୍କ ଭୁଲ ଧ୍ୟାନ ସେମାନଙ୍କ ଉପରକୁ ନ ଯାଏ '' କିମ୍ବା '' ଯେପରି ତାହା ଈଶ୍ଵର ଓ ଲୋକଙ୍କପ୍ରତି ଠିକ୍ ସମ୍ମାନ ଦେଖାଏ ''

କେଶବିନ୍ୟାସ ସହିତ

'' ସେମାନଙ୍କ କେଶ ଆକର୍ଷକ ଦେଖାଯିବାକୁ କଠିନ ଶ୍ରମ କରନ୍ତି ''

ସତ୍‍କର୍ମରେ ଧର୍ମପରାୟଣ ପ୍ରକାଶ କରନ୍ତୁ

'' ଯେଉଁ ଉତ୍ତମ କାର୍ଯ୍ୟ ସେମାନେ କରନ୍ତି ତାହା ଦ୍ଵାରା ସେମାନେ ଦେଖାଇବାକୁ ଚାହାଁନ୍ତି ଯେ ସେମାନେ ଈଶ୍ଵରଙ୍କ ''