Door43-Catalog_or_tn/1TI/01/18.md

2.1 KiB

ମୁଁ ତୁମ୍ଭ ଆଗରେ ଏହି ଆଜ୍ଞା ରଖୁଅଛି

'' ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି '' କିମ୍ବା '' ମୁଁ ତୁମ୍ଭକୁ ଏହି ଆଜ୍ଞା ସମର୍ପଣ କରେ ''

ସନ୍ତାନ

ଏହା ପୁତ୍ର ଓ ଝିଅ ଠାରୁ ଅଧିକ ସାଧାରଣ ଶବ୍ଦ , କିନ୍ତୁ ଏହା ତଥାପି ପିତାଙ୍କ ସହିତ ଜ୍ଞାତି ଦାନ କରେ । ପାଉଲ ତାହାଙ୍କୁ ପ୍ରେମ ତୀମଥୀ ନିମନ୍ତେ ଏହା ଏକ ଉପମାରୁପେ ବ୍ୟବହାର କରନ୍ତି ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

ନିଜକୁ ଉତ୍ତମ ଯୁଦ୍ଧରେ ବ୍ୟସ୍ତ ରଖ

'' ସଂଘର୍ଷ କରିବାକୁ ଯାହା ଯୋଗ୍ୟ ସେଥିରେ ଭାଗ ନିଅ '' କିମ୍ବା '' ପ୍ରଭୁଙ୍କ ନିମନ୍ତେ କଠିନ ପରିଶ୍ରମ କର '' (UDB ) ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

ବିଶ୍ଵାସରେ ପୋତଭଂଗ ହୋଇ

ପାଉଲ ଅନ୍ୟ ଏକ ଉପମାକୁ ବ୍ୟବହାର କରନ୍ତି ସେମାନଙ୍କର ବିଶ୍ଵାସର ସ୍ଥରକୁ ପଥରରେ ବାଜି ଭାଙ୍ଗିଯାଇଥିବା ଏକ ଜାହାଜକୁ ତୁଳନା କରିବାକୁ । ଉପମାର ଅର୍ଥ '' ସେମାନଙ୍କ ବିଶ୍ଵାସକୁ କ'ଣ ଘଟିଅଛି ତାହା ଏକ ଦୁର୍ଭାଗ୍ୟ '' (UDB )। ଆପଣ ଏହା ବ୍ୟବହାର କରିବା ଉଚିତ କିମ୍ବା ଏକ ସମାନ ଉପମ ଯଦି ଏହା ଆପଣଙ୍କ ଭାଷାରେ ବୁଝାପଢ଼େ ।

ସେମାନଙ୍କୁ ଶିଖାଯାଇ ପାରିଥାନ୍ତା

'' ଯେପରି ଈଶ୍ଵର ସେମାନଙ୍କୁ ଶିକ୍ଷା ଦିଅନ୍ତି ''