Door43-Catalog_or_tn/1TI/01/12.md

2.3 KiB

ଏବଂ ମୁଁ ଧନ୍ୟବାଦ ଦେଉଅଛି

'' ମୁଁ କୃତଜ୍ଞ ଦିଏ'' କିମ୍ବା '' ମୁଁ ଧନ୍ୟବାଦ ପୁର୍ଣ୍ଣ ''

ସେ ମୋତେ ବିଶ୍ୱସ୍ତ ଜ୍ଞାନ କରିଅଛନ୍ତି

'' ସେ ମୋତେ ଭରସାଯୋଗ୍ୟ ମନେ କରିଅଛନ୍ତି '' କିମ୍ବା '' ସେ ମନେ କଲେ ଯେ ମୁଁ ବିଶ୍ଵସ୍ତ ଯୋଗ୍ୟ ''

ଏବଂ ସେ ମୋତେ ସେବାରେ ନିଯୁକ୍ତି କରିଅଛନ୍ତି

'' ତେଣୁ ସେ ମୋତେ ସେବାରେ ନିଯୁକ୍ତି କରିଅଛନ୍ତି '' କିମ୍ବା '' ଯେହେତୁ ସେ ମୋତେ ଏକ ଉପଯୁକ୍ତ ସ୍ତାନରେ ରଖିଅଛନ୍ତି ସେବା କରିବା ପାଇଁ ''

ମୁଁ ପୂର୍ବେ ନିନ୍ଦକ

'' ଯଦିଓ ମୁଁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମନ୍ଦ କହିଲି '' କିମ୍ବା '' ଜଣେ ଅତୀତରେ ନିନ୍ଦକ ଥିଲେ ''

ତାଡ଼ନାକାରୀ ବ୍ୟକ୍ତି

ଏକ ବ୍ୟକ୍ତି ଯେ ଅନ୍ୟମାନଙ୍କୁ କଷ୍ଟ ଦିଏ '' । ଏହି ଏକ ବ୍ୟକ୍ତି ଯେ ନିଜକୁ ଭାବେ ଯେ ସେ କେବଳ ଲୋକମାନଙ୍କୁ କଷ୍ଟ ଦେବାକୁ ଅଧିକାର ପ୍ରାପ୍ତ ।

କିନ୍ତୁ ମୁଁ ଅନୁଗ୍ରହ ପ୍ରାପ୍ତ କଲି

'' ତଥାପି ମୁଁ ଈଶ୍ଵରଙ୍କଠାରୁ ଅନୁଗ୍ରହ ପ୍ରାପ୍ତ କଲି '' କିମ୍ବା '' ତଥାପି ଈଶ୍ଵର ମୋ'ପ୍ରତି ତାହାଙ୍କ ଦୟା ଦେଖାଇଲେ ''

ମୁଁ ଅବିଶ୍ୱାସ ହେତୁ ଅଜ୍ଞାନପଣରେ ତାହା କରିଥିଲି

ବ୍ୟାଖ୍ୟା କରିବା

କିନ୍ତୁ

'' ଏବଂ ''

ବିଶ୍ୱାସ ଓ ପ୍ରେମ ଅତି ପ୍ରଚୁର ହେଲା

'' ଅଧିକ ପ୍ରଚୁରତାରେ ଥିଲା '' କିମ୍ବା '' ଆବଶ୍ୟକତାଠାରୁ ଅଧିକ ଥିଲା ''