Door43-Catalog_or_tn/1TI/01/01.md

2.8 KiB

ପାଉଲ

'' ପାଉଲଙ୍କଠାରୁ '' କିମ୍ବା '' ମୁଁ , ପାଉଲ, ଏହି ପତ୍ର ଲେଖେ '' ।

ଆଜ୍ଞା ଅନୁସାରେ

'' ଆଜ୍ଞା ଦ୍ଵାରା '' କିମ୍ବା '' ଅଧିକାରରେ '' କିମ୍ବା ''ଯେହେତୁ ଈଶ୍ଵର ମୋତେ ପ୍ରେରିତ ହେବାକୁ ଆଜ୍ଞା ଦେଇଅଛନ୍ତି ''

ଆମ୍ଭର....ଆମ୍ଭର...ଆମ୍ଭର.. ପାଉଲ ନିଜ ବିଷୟରେ କହୁଅଛନ୍ତି , ତୀମଥୀ , ଓ ସମ୍ଭବତଃ ଅନ୍ୟ ଲୋକମାନଙ୍କୁ ମଧ୍ୟ । ( ଦେଖନ୍ତୁ :ଅନ୍ତର୍ଭୁକ୍ତ )

ଈଶ୍ଵର ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା

'' ଈଶ୍ଵର ଯେ ଆମ୍ଭମାନଙ୍କୁ ରକ୍ଷା କରନ୍ତି '' ।

ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ଆଶା

'' ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଆଶା '' କିମ୍ବା '' ଖ୍ରୀଷ୍ଟ ଯୀଶୁ ଯାହାଙ୍କଠାରେ ଆମ୍ଭମାନେ ଭବିଷ୍ୟତ ବିଷୟରେ ବିଶ୍ଵାସ ରଖିଅଛୁ '' ।

ତୀମଥୀଙ୍କୁ

ଏହି ପତ୍ର ତୀମଥୀ ନିମନ୍ତେ '' ।

ଯଥାର୍ଥ ପୁତ୍ର

ଏହି ବାକ୍ୟାଂଶ ତୀମଥୀ ଓ ପାଉଲଙ୍କର ଏକ ଘନିଷ୍ଟ ସମ୍ପର୍କକୁ ଏକ ପିତା ଓ ପୁତ୍ର ସହିତ ତୁଳନା କରେ ।ତୀମଥୀ ପାଉଲଙ୍କ ପ୍ରକୃତ ସନ୍ତାନ ନ ଥିଲେ , କିନ୍ତୁ ସେ ପାଉଲଙ୍କୁ ସେ ସମ୍ମାନ ଦେଲେ, ଆଜ୍ଞାବହତା , ଓ ସେବା ଯାହା ଯେକୌଣସି ପୁତ୍ର ନିଜପିତାକୁ ଦେଇ ପାରେ । AT: '' ତୁମ୍ଭେ ମୋ'ପାଇଁ ଏକ ଯଥାର୍ଥ ପୁତ୍ର ପରି '' ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ

'' ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ '' କିମ୍ବା '' ତୁମ୍ଭେ ହୃଦୟରୁ ଅନୁଗ୍ରହ, ଦୟା ଓ ଶାନ୍ତିକୁ ଅନୁଭବ କର '' ।

ଆମ୍ଭମାନଙ୍କ ପିତା ଈଶ୍ୱର

'' ଈଶ୍ଵର ଯେ ଆମ୍ଭମାନଙ୍କ ପିତା '' ।

ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ପ୍ରଭୁ

'' ଏବଂ ଖ୍ରୀଷ୍ଟ ଯୀଶୁ , ଯେ ଆମ୍ଭମାନଙ୍କ ପ୍ରଭୁ '' ।