Door43-Catalog_or_tn/1TH/05/23.md

1.5 KiB

#. ତୁମ୍ଭମାନଙ୍କୁ ସମ୍ପୁର୍ଣ୍ଣ ଭାବରେ ସୁଚୀ କରିବା "ତୁମ୍ଭମାନଙ୍କୁ ପୃଥକ୍ କରିବା" କିମ୍ବା "ତୁମ୍ଭମାନଙ୍କୁ ବିନା ଦୋଷକରିବା ଯେପରି ତୁମ୍ଭେମାନେ ପାପ ନ କର" (UDB)

#. ତୁମ୍ଭମାନଙ୍କ ସମ୍ପୁର୍ଣ୍ଣ ଆତ୍ମା, ପ୍ରାଣ ଏବଂ ଶରୀର "ଏହା ଏକ ସମାନ୍ତରତା ଅଟେ ଯେଉଁଠାରେ ଆତ୍ମା, ପ୍ରାଣ ଏବଂ ଶରୀରର ସମାନ ଅର୍ଥ ଅଛି କିନ୍ତୁ ଗୁରୁତ୍ଵପୁର୍ଣ୍ଣ ଭାବରେ ବ୍ୟବହାର କରାଯାଇଅଛି (ଦେଖନ୍ତୁ:ସମାନ୍ତରତା) #. ନିର୍ଦୋଷ ରୁପେ ରକ୍ଷିତ ହେଉ "ଶେଷ ନ ହେବା ପର୍ଯ୍ୟନ୍ତ ପାପରୁ ପୃଥକ୍ ହୋଇ ରହିବା" #. ବିଶ୍ଵସ୍ତ ସେ ଯିଏ ତୁମ୍ଭମାନଙ୍କୁ ଆହ୍ଵାନ କରନ୍ତି AT: "ସେ ବିଶ୍ଵସ୍ତ ଅଟନ୍ତି ଯିଏ ତୁମ୍ଭମାନଙ୍କୁ ଆହ୍ଵାନ କରନ୍ତି" (ଦେଖନ୍ତୁ:ଭାବବାଚକ ବିଶେଷ୍ୟ) #. ଯିଏ ଏହା ମଧ୍ୟ କରିବ "ଯିଏ ତୁମ୍ଭମାନଙ୍କୁ ସାହାଯ୍ୟ କରିବ"