Door43-Catalog_or_tn/1TH/05/15.md

610 B

#. ସର୍ବଦା ଆନନ୍ଦ କର, ନିରନ୍ତର ପ୍ରାର୍ଥନା କର, ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ କର ପାଉଲ ବିଶ୍ଵାସୀମାନଙ୍କୁ ସମସ୍ତ ବିଷୟରେ ଆନନ୍ଦ କରିବା, ପ୍ରାର୍ଥନାରେ ସତର୍କ ରହିବାକୁ ଏବଂ ସମସ୍ତ ବିଷୟରେ ଧନ୍ୟବାଦ ଦେବା ଆତ୍ମିକ ସ୍ଵଭାବଗୁଡିକୁ ଅନୁରକ୍ଷଣ କରିବାକୁ ଉତ୍ସାହିତ କରନ୍ତି