Door43-Catalog_or_tn/1TH/05/12.md

988 B

#. ଯେଉଁମାନେ ପରିଶ୍ରମ କରନ୍ତି ମାନ୍ୟ କରିବା ସେମାନଙ୍କୁ ସମ୍ମାନ ଏବଂ ଉତ୍ସାହିତ କରିବା ଯେଉଁମାନେ ସ୍ଥାନୀୟ ମଣ୍ଡଳୀମାନଙ୍କର ଯତ୍ନ ନେବାରେ ଲାଗିଛନ୍ତି #. ପ୍ରଭୁରେ ଯେଉଁମାନେ ତୁମ୍ଭମାନଙ୍କ ନେତା ଅଟନ୍ତି ଏହି ଲୋକମାନେ ଯେଉଁମାନେ ସ୍ଥାନୀୟ ବିଶ୍ଵାସୀମାନଙ୍କର ସହଭାଗିତା ନିମନ୍ତେ ବୟସ୍କ ଏବଂ ପାଳକ ଭାବରେ ମନୋନୀତ କରାଯାଇଅଛି #. ପ୍ରେମରେ ସେମାନଙ୍କୁ ଆଦର କର "ତୁମ୍ଭେମାନେ ପ୍ରେମ କର ବୋଲି ପ୍ରେମରେ ଏବଂ ମାନ୍ୟ ଭାବରେ ସେମାନଙ୍କର ଆଦର କର"