Door43-Catalog_or_tn/1TH/05/08.md

2.0 KiB

#. ଦିବସର ପୁତ୍ରମାନେ ଏହା ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନଙ୍କୁ ସୁଚାଏ AT: "ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କିମ୍ବା "ଆଲୋକର ଲୋକମାନେ" (ଦେଖନ୍ତୁ:ବାକ୍ୟାଂଶ) #. ଆସନ୍ତୁ ଆମ୍ଭେମାନେ ସଚେତନ ହେବା "ଆସନ୍ତୁ ଆମ୍ଭେମାନେ ଆତ୍ମନିୟନ୍ତ୍ରିତ ହେବା" #. ଉରସ୍ତ୍ରାଣ ପରିଧାନ କରିବା ଯେପରି ଏକ ସୈନ୍ୟ ତାହାର ଶରୀରକୁ ସୁରକ୍ଷା କରିବା ପାଇଁ ଉରସ୍ତ୍ରାଣ ପରିଧାନ କରେ, ସେପରି ଏକ ବିଶ୍ଵାସୀ ଯିଏ ବିଶ୍ଵାସ ଏବଂ ପ୍ରେମ ଦ୍ଵାରା ରହେ ସୁରକ୍ଷା ଅନ୍ଵେଷଣ କରିଥାଏ AT: "ଆମ୍ଭମାନଙ୍କର ସହ ସୁରକ୍ଷା" (ଦେଖନ୍ତୁ: ରୁପକ) #. ଏକ ଶିରସ୍ତ୍ରାଣ ଯେପରି ଏକ ଶିରସ୍ତ୍ରାଣ ସୈନ୍ୟର ମସ୍ତକକୁ ସୁରକ୍ଷା କରେ ସେପରି ଉଦ୍ଧାରର ଭରସା ବିଶ୍ଵାସୀକୁ ସୁରକ୍ଷା ଦିଏ AT: "ଏବଂ ଜାଣ" (ଦେଖନ୍ତୁ:ରୁପକ) #. କିନ୍ତୁ ଉଦ୍ଧାରର ପ୍ରାପ୍ତ କରିବା ନିମନ୍ତେ "କିନ୍ତୁ ଉଦ୍ଧାରକୁ ପାଇବା ନିମନ୍ତେ" #. ଯଦିଓ ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରାଗତ ଥାଉ "ଯଦିଓ ଆମ୍ଭେମାନେ ଜୀବିତ ଥାଉ କିମ୍ବା ମୃତ ଥାଉ" (ଦେଖନ୍ତୁ:ବ୍ୟାଖ୍ୟାନ) #. ପରସ୍ପରର ନିଷ୍ଠା ଜନ୍ମାଅ "ପରସ୍ପରକୁ ଉତ୍ସାହିତ କର"