Door43-Catalog_or_tn/1TH/05/04.md

3.5 KiB

#. ଲୋକମାନଙ୍କ ଅପ୍ରି ନୁହେଁ ଯେଉଁମାନେ ଅନ୍ଧକାରରେ ରହନ୍ତି "ସେମାନଙ୍କ ପରି ନୁହେଁ ଯେଉଁମାନେ ଏହି ମନ୍ଦ ଜଗତରବ୍ ଅଟନ୍ତି ଯାହା ଏହି ଅନ୍ଧକାରରେ ଅଛନ୍ତି" #. ଚୋର ପରି ସେହି ଦିନ ତୁମ୍ଭ ପାଖରେ ଉପସ୍ଥିତ ହେବ ସେହି ଦେନରେ ଯେବେ ପ୍ରଭୁ ଆସନ୍ତି ତୁମ୍ଭମାନଙ୍କୁ ବିସ୍ମୟ କରିବ ଯେପରି ଚୋର ତାହାର ଶିକାରକୁ ବିସ୍ମୟ କରେ ଏଠାରେ : ତୁମ୍ଭମାନଙ୍କୁ ଅପ୍ରସ୍ତୁତିର ସହ ଧରିବା (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର) #. ତୁମ୍ଭେମାନେ ସମସ୍ତେ ଦିବସର ସନ୍ତାନ ଅଟ... ରାତ୍ରିର ସନ୍ତାନ ନୁହେଁ "ଦିବସର ସନ୍ତାନ" ଖ୍ରୀଷ୍ଟଙ୍କ ଅନୁକରଣକାରୀମାନଙ୍କୁ ସୁଚାଏ ଏବଂ "ରାତ୍ରିର ସନ୍ତାନ" ସେମାନଙ୍କୁ ଯେଉଁମାନେ ଏହି ଜଗତର ଅନୁକରଣ କରନ୍ତି #. ଆସନ୍ତୁ ଆମ୍ଭେମାନେ ଅନ୍ୟମାନଙ୍କ ପରି ଶୋଇଵ ନାହିଁ ପାଉଲ ଶୟନକରିବା ଯୀଶୁ ଫେରିଆସିବାର ଏବଂ ଏହି ଜଗତର ବିଚାର କରିବାର ସଚେତନତା ନାହିଁ ବୋଲି ତୁଳନା କରିଛନ୍ତି ଏଠାରେ: "ଆସନ୍ତୁ ଆମ୍ଭେମାନେ ଅନ୍ୟମାନଙ୍କ ପରି ଯେଉଁମାନେ ଯୀଶୁଙ୍କ ପୁନରାଗମନରେ ସଚେତନ ନୁହନ୍ତି ହେବା ନାହିଁ" (ଦେଖନ୍ତୁ:ରୁପକ) #. ଆସନ୍ତୁ ଆମ୍ଭେମାନେ "ଆମ୍ଭମାନେ"ପାଉଲ ଏବଂ ଥେସଲନିକୀୟମାନଙ୍କୁ ସୁଚାଏ (ଦେଖନ୍ତୁ: ସମଷ୍ଠିଗତ ଭାବ) #. ଜାଗ୍ରତ ଏବଂ ସଚେତନ ହେବା ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ସତର୍କ ଏବଂ ଆତ୍ମନିୟନ୍ତ୍ରଣ ହେବାକୁ ପଡିବ #. ଯେହେତୁ ଯେଉଁମାନେ ରାତ୍ରିରେ ଶୟନ କରନ୍ତି ଯେପରି ରାତ୍ରି ସମୟରେ ଯେତେବେଳେ ଲୋକମାନେ ଶୁଅନ୍ତିଏବଂ କଅଣ ଘତୁଅଛି ଜାଣନ୍ତି ନାହିଁ, ସେପରି ଜଗତର ସହିତ ମଧ୍ୟ ହେବ ଏବଂ ସେମାନେ ଜାଣନ୍ତି ନାହିଁ ଯେ ଖ୍ରୀଷ୍ଟ ଫେରି ଆସିବେ (ଦେଖନ୍ତୁ:ରୁପକ) #. ଯେଉଁମାନେ ରାତ୍ରିରେ ମାତାଲ୍ ହୁଅନ୍ତି ପାଉଲ ସମାନ ବୋଲି ବିଚାର କରୁଛନ୍ତି ଯେ ରାତ୍ରି ସମୟରେ ହିଁ ଲୋକମାନେ ମାତାଲ୍ ହୁଅନ୍ତି, ତେଣୁ ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କ ଆଗମନ ପ୍ରତି ସଚେତନ ନୁହନ୍ତି ସେମାନେ ଆତ୍ମ ନିୟନ୍ତ୍ରଣ ଜୀବନ ନିର୍ବାହ କରୁନାହାନ୍ତି (ଦେଖନ୍ତୁ:ରୁପକ)