Door43-Catalog_or_tn/1TH/05/01.md

1.5 KiB

#. କାଳ ଏବଂ ସମୟ "ସମୟରେ ଯେତେବଲେ ପ୍ରଭୁ ଯୀଶୁ ଫେରିଆସିବେ" (UDB) #. ଉତ୍ତମରୁପେ "ଭଲ ଭାବରେ" କିମ୍ବା "ସଠିକ୍ ଭାବରେ" (UDB) #. ରାତ୍ରିରେ ଚୋର ସମାନ ଯେପରି ଜଣେ ଜାଣେ ନାହିଁ କେଉଁ ରାତ୍ରି ସମୟରେ ଚୋର ପଶିଆସିବ ଏବଂ ଚୋରି କରିବ, ସେପରି ଆମ୍ଭେମାନେ ଜାଣୁନାହୁଁ କେବେ ପ୍ରଭୁଙ୍କ ଦିନ ଆସିବ । "ଅପ୍ରତ୍ୟାଶିତ ଭାବରେ" (ଦେଖନ୍ତୁ :ତୁଳନାତ୍ମକ ବ୍ୟବହାର) #. ଯେତେବେଳେ ସେମାନେ କହନ୍ତି "ଯେତେବେଳେ ଲୋକମାନେ କହନ୍ତି" #. ତେବେ ହଠାତ୍ ବିନାଶ "ତେବେ ଅପ୍ରତ୍ୟାଶିତ ବିନାଶ" #. ଗର୍ଭବତୀର ପ୍ରସବବେଦନା ତୁଲ୍ୟ ଯେପରି ଗର୍ଭବତୀ ସ୍ତ୍ରୀର ପ୍ରସବବେଦନା ହଠାତ୍ ଆସେ ଏବଂ ଜନ୍ମ ନ ଦେଲା ପର୍ଯ୍ୟନ୍ତ ବେଦନା ଥାଏ, ସେପରି ବିନାଶ ଆସିବ ଏବଂ ସେମାନେ ଖସିଯାଇପାରିବେ ନାହିଁ । (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର)