Door43-Catalog_or_tn/1TH/04/16.md

1.4 KiB

#. ପ୍ରଭୁ ସ୍ଵୟଂ ଅବତରଣ କରିବେ "ପ୍ରଭୁ ନିଜେ ଓହ୍ଲାଇ ଆସିବେ" #. ପ୍ରଧାନ ଦୁତ "ମୁଖ୍ୟ ଦୁତ" #. ଖ୍ରୀଷ୍ଟରେ ଥିବା ମୃତ ପ୍ରଥମେ ଉଠିବେ "ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ଵାସ କରନ୍ତି, କିନ୍ତୁ ଯେଉଁମାନେ ମରିଯାଇଛନ୍ତି, ପ୍ରଥମେ ଉଠିବେ" #. ଆମ୍ଭେମାନେ ଯେଉଁମାନେ ଜୀବିତ ଅଛୁ "ଆମ୍ଭେମାନେ" ସର୍ବନାମଟି ସମସ୍ତ ବିଶ୍ଵୀସୀମାନଙ୍କୁ ସୁଚାଏ ।(ଦେଖନ୍ତୁ:ସମଷ୍ଠିଗତ ଭାବ) #. ସେମାନଙ୍କ ସହ "ସେମାନଙ୍କ" ସର୍ବନାମଟି ସେହି ଅତୀତରେ ମରିଥିବା ବିଶ୍ଵାସୀମାନଙ୍କୁ ସୁଚାଏ ଯେଉଁମାନଙ୍କୁ ଜୀବିତ କରାଯାଇଅଛି ଏବଂ ଯୀଶୁଙ୍କ ସହ ଉଠିସାରିଛନ୍ତି । #. ମେଘମାଳାରେ ଶୁନ୍ୟମଣ୍ଡଳକୁ ପ୍ରଭୁଙ୍କ ସହ ସାକ୍ଷାତ କରିବାକୁ ନୀତ ହେବୁ "ଆକାଶରେ ପ୍ରଭୁଙ୍କ ସହ ସାକ୍ଷାତ କରିବା"