Door43-Catalog_or_tn/1TH/04/13.md

2.4 KiB

#. ଆମ୍ଭମାନଙ୍କର ନୁହେଁ "ଆମ୍ଭମାନଙ୍କର" ସର୍ବନାମଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟମାନଙ୍କୁ ସୁଚାଏ ନାହିଁ (ଦେଖନ୍ତୁ:ବିଶେଷ) #. ତୁମ୍ଭେମାନେ ଅବୁଝାବଣାରେ ଥାଅ ଏହା ଆମ୍ଭେମାନେ ଚାହୁଁ ନାହୁଁ "ତୁମ୍ଭେମାନେ ଯେପରି ବୁଝିପାର ଏହା ଆମ୍ଭେମାନେ ଚାହୁଁ" (ଦେଖନ୍ତୁ:
ଆଳଙ୍କାରିକ ଭାବ) #. ତୁମ୍ଭେମାନେ ଶୋକାକୁଳ ନ ହୁଅ "ତୁମ୍ଭେମାନେ ଦୁଃଖୀ ହୁଅ ନାହିଁ" #. ଅନ୍ୟମାନଙ୍କ ପରି ଯାହାର ଭବିଷ୍ୟତରେ କୌଣସୀ ସ୍ଥିର ନାହିଁ "ଲୋକମାନଙ୍କ ପରି ଯେଉଁମାନେ ବିଶ୍ଵାସ କରନ୍ତି ନାହିଁ" #. ଯଦି ଆମ୍ଭେମାନେ ବିଶ୍ଵାସ କରିବା "ଆମ୍ଭେମାନେ ସର୍ବନାମଟିପାଉଲ ଏବଂ ତାହାଙ୍କ ସ୍ରୋତାମାନଙ୍କୁ ସୁଚାଏ (ଦେଖନ୍ତୁ: ସମଷ୍ଠିଗତ ଭାବ) #. ପୁନର୍ବାର ଜୀବିତ ହେଲେ "ପୁନର୍ବାର ରହିବା ପାଇଁ ବଂଚିଲେ" #. ଯେଉଁମାନେ ତାହାଙ୍କଠାରେ ଶୋଇଅଛନ୍ତି ଯୀଶୁଙ୍କ ସହ ଉଠିବେ ଯେତେବେଳେ ସେ ଫେରିଆସନ୍ତି, ବିଶ୍ଵାସୀମାନେ ପୁନର୍ବାର ଉଠିବେ ଯେଉଁମାନେ ଯୀଶୁଙ୍କ ସହ ମରିଛନ୍ତି" #. ଏହି କାରଣରୁ ଆମ୍ଭେମାନେ କହୁ "ଆମ୍ଭମାନେ" ସର୍ବନାମଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟମାନଙ୍କୁ ସୁଚାଏ ନାହିଁ (ଦେଖନ୍ତୁ:ବିଶେଷ) #. ପ୍ରଭୁଙ୍କ ଆଗମନରେ "ଖ୍ରୀଷ୍ଟଙ୍କ ଫେରିଆସିବା ସମୟରେ" #. ନିଶ୍ଚୟ ଅଗ୍ରଗାମୀ ହେବୁ ନାହିଁ "ପୁର୍ବରୁ ନିଶ୍ଚୟ ଯିବୁ ନାହିଁ"