Door43-Catalog_or_tn/1TH/04/09.md

1.7 KiB

#. ଭାତ୍ରୁ ପ୍ରେମ "ବିଶ୍ଵାସୀମାନଙ୍କ ନିମନ୍ତେ ପ୍ରେମ" #. ମାକିଦୁନିଆରେ ଥିବା ସମସ୍ତ ଭାଇମାନଙ୍କ ନିମନ୍ତେ ତୁମ୍ଭେମାନେ ଏହା କର "ସମସ୍ତ ମାକିଦୁନିଆରେ ଥିବା ବିଶ୍ଵାସୀମାନଙ୍କ ନିମନ୍ତେ ତୁମ୍ଭେମାନେ ଏହା କର" #. ଆକାଂକ୍ଷା କର "ଅଗ୍ରସର କରିବା" କିମ୍ବା "ଅଧିକରୁପେ ଚେଷ୍ଟା କରିବା" #. ଆପଣା କାର୍ଯ୍ୟରେ ମନଧ୍ୟାନ କରିବା "ଅନ୍ୟ ଲୋକମାନଙ୍କର ଚିନ୍ତା ସହ ଦଖଲ ନ ଦେବା ଏକାନ୍ତର ଅନୁବାଦ: "ଆପଣା ଆବଶ୍ୟକତାକୁ ମେଣ୍ଟାଇବା" । #. ଆପଣା ହାତ ସହ କାର୍ଯ୍ୟ କରିବା "ଆପଣା ବଂଚିବା ସକାଶେ ଆବଶ୍ୟକତାକୁ ଅର୍ଜନ କରିବା ନିମନ୍ତେ ଆପଣା କାର୍ଯ୍ୟ କରିବା" #. ଉଚିତ୍ ରୁପେ ଚାଲ ଆଦର ଏବଂ ଯୋଗ୍ୟସହକାରେ ଆଚରଣ କର" (ଦେଖନ୍ତୁ:ବାକ୍ୟାଂଶ) #. ଯେଉଁମାନେ ବିଶ୍ଵାସର ବାହାରେ ଅଛନ୍ତି "ଯେଉଁମାନେ ଖ୍ରୀଷ୍ଟରେ ବିଶ୍ଵାସୀମାନେ ନୁହନ୍ତି" #. ଆଦୌ ବିଷୟର ଆବଶ୍ୟକ ତୁମ୍ଭମାନଙ୍କୁ ନ ପଡେ "ତୁମ୍ଭମାନଙ୍କୁ କୌଣସୀ ବିଷୟର ଆବଶ୍ୟକ ନ ପଡେ"