Door43-Catalog_or_tn/1TH/04/07.md

542 B

#. ଇଶ୍ଵର ଆମ୍ଭମାନଙ୍କୁ ଆହ୍ଵାନ କରିନାହାନ୍ତି "ଆମ୍ଭମାନଙ୍କୁ" ସମସ୍ତ ବିଶ୍ଵାସୀମାନଙ୍କୁ ସୁଚାଏ ।(ଦେଖନ୍ତୁ: ସମଷ୍ଠିଗତ ଭାବ) #. ଯିଏ ଏହାକୁ ତୁଚ୍ଛ ମନେ କରେ "ଯେକେହି ଏହି ଶିକ୍ଷାକୁ ତୁଚ୍ଛ ଭାବେ" କିମ୍ବା ଯେକେହି ଏହି ଶିକ୍ଷାକୁ ଉପେକ୍ଷା କରେ"