Door43-Catalog_or_tn/1TH/04/03.md

1.5 KiB

#. ତୁମ୍ଭେମାନେ ବ୍ୟଭିଚାରରୁ ପୃଥକ୍ ରୁହ "ତୁମ୍ଭେମାନେ ବ୍ୟଭିଚାର କାର୍ଯ୍ୟରୁ ଦୁରରେ ରୁହ" #. କିପରି ଅଧିକାର କରିବାକୁ ଜାଣ "କିଭଳି ଭାବରେ ରହିବାକୁ ଜାଣ" #. କାମାଭିଲାଷ "ଭୁଲ୍ ଭାବରେ କାମାଭିଲାଷ କରିବା" #. କୌଣସୀ ବ୍ୟକ୍ତି ନୁହଁ "କେହିଜଣ ନୁହଁ" କିମ୍ବା "କୌଣସୀଜଣ ନୁହଁ" (ଦେଖନ୍ତୁ: ଲିଙ୍ଗ ଚିହ୍ନ) #. ଉଲଂଘନ କିମ୍ବା ଭୁଲ୍ ଏହା ଏକ ଉଭୟ ଅର୍ଥରେ ଯେଉଁଥିରେ ଏକ ବିଚାରକୁ ଦୁଇ ପ୍ରକ୍ରିୟା ଦ୍ଵାରା ଧାରଣାକୁ ପ୍ରବଳିତ କରାଯାଏ । ଏକାନ୍ତର ଅନୁବାଦ: "ଭୁଲ୍" (ଦେଖନ୍ତୁ: ଦୁଇ ଅଂଶଯୁକ୍ତ) #. ପ୍ରଭୁ ଜଣେ ଦଣ୍ଡଦାତା ଅଟନ୍ତି "ପ୍ରଭୁ ତାହାକୁ ଦଣ୍ଡ ଦେବେ ଯିଏ ପାପ କରେ ଏବଂ ପାପ କରିଥିବା ବ୍ୟକ୍ତିକୁ ସୁରକ୍ଷା କରେ" #. ପୁର୍ବରୁ ସତର୍କ ଏବଂ ସାକ୍ଷ ଦେଇଥିଲୁ "ତୁମ୍ଭମାନଙ୍କୁ କହିଥିଲୁ ଏବଂ ଦୃଢ ଭାବରେ ଏହା ବିରୁଦ୍ଧରେ ସତର୍କ କରାଇଥିଲୁ"