Door43-Catalog_or_tn/1TH/04/01.md

990 B

#. ଆମ୍ଭେମାନେ ଉତ୍ସାହିତ କରୁ "ଆମ୍ଭେମାନେ" ଶବ୍ଦଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟ ବିଶ୍ଵାସୀମାନଙ୍କୁ ସୁଚାଏ ନାହିଁ ।(ଦେଖନ୍ତୁ:ବିଶେଷ) #. ତୁମ୍ଭେମାନେ ଶିକ୍ଷାଗୁଡିକ ପ୍ରାପ୍ତ କଲ "ତୁମ୍ଭମାନଙ୍କୁ ଶିକ୍ଷା ଦିଆଗଲା" #. ତୁମ୍ଭେମାନେ ଅନୁସରଣ କରିବା ଉଚିତ୍ "ଅନୁସରଣ କରିବା" ଜଣେ କିଭଳି ଜୀବନଯାପନ କରିବା ବିଷୟରେ ପ୍ରକାଶନ କରାଯାଇଅଛି ଏକାନ୍ତର ଅନୁବାଦ: #. ତୁମ୍ଭେମାନେ ସେପରି ବଂଚିବା ଆବଶ୍ୟକ" । (ଦେଖନ୍ତୁ :ବାକ୍ୟାଂଶ)