Door43-Catalog_or_tn/1TH/03/11.md

1.9 KiB

#. ଆମ୍ଭମାନଙ୍କ ଇଶ୍ଵର "ଆମ୍ଭେମାନେ ପ୍ରାର୍ଥନା କରୁ ଯେ ଆମ୍ଭମାନଙ୍କ ଇଶ୍ଵର" #. ଆମ୍ଭମାନଙ୍କ ଇଶ୍ଵର ଏବଂ........ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ "ଆମ୍ଭମାନଙ୍କ" ଶବ୍ଦଟି ଥେସଲନିକୀୟ ବିଶ୍ଵାସୀମାନଙ୍କୁ ଏବଂ ପାଉଲଙ୍କ ଦଳକୁ ସୁଚାଏ (ଦେଖନ୍ତୁ :ସମଷ୍ଠିଗତ ଭାବ) #. ପିତା ନିଜେ "ନିଜେ" ପୁନର୍ବାର "ପିତା"ଙ୍କୁ ଗୁରୁତ୍ଵ ଦେବା ପାଇଁ ଅଟେ #. ଆମ୍ଭମାନଙ୍କ ପଥକୁ ତୁମ୍ଭମାନଙ୍କ ନିକଟକୁ ସୁଗମ କରିବା, ପାଉଲ ଥେସଲନିକୀୟମାନଙ୍କ ଛଡା "ଆମ୍ଭମାନଙ୍କ" ଶବ୍ଦକୁ ବ୍ୟବହାର କରନ୍ତି (ଦେଖନ୍ତୁ: ବିଶେଷ) #. ଆମ୍ଭେମାନେ ମଧ୍ୟ କରୁ "ଆମ୍ଭେମାନେ" ଶବ୍ଦଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟ ବିଶ୍ଵାସୀମାନଙ୍କୁ ସୁଚାଏ ନାହିଁ #. ସେ କରନ୍ତୁ " ଆମ୍ଭେମାନେ ପ୍ରାର୍ଥନା କରୁ ଯେ ଇଶ୍ଵର କରନ୍ତୁ" #. ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନରେ "ଯେବେ ଯୀଶୁ ପୃଥିବୀକୁ ଫେରି ଆସନ୍ତି" #. ତାହାଙ୍କ ସମସ୍ତ ପବିତ୍ରଜଣ ମାନଙ୍କ ସହ "ସେମାନଙ୍କ ସମସ୍ତଙ୍କ ସହ ଯେଉଁମାନେ ତାହାଙ୍କ ଅଟନ୍ତି" (UDB)