Door43-Catalog_or_tn/1TH/03/08.md

2.3 KiB

#. କାରଣ ଆମ୍ଭେମାନେ ଏବେ ଜୀବିତ "ଆମ୍ଭେମାନେ ଅଧିକ ଉତ୍ସାହିତ" (ଦେଖନ୍ତୁ: ବାକ୍ୟାଂଶ) #. ବର୍ତ୍ତମାନ ଆମ୍ଭେମାନେ ଜୀବିତ "ଆମ୍ଭେମାନେ" ଶବ୍ଦଟି"ଆମ୍ଭେମାନେ" ଶବ୍ଦଟି ଥେସଲନିକୀୟମାନଙ୍କ ଛଡା ପାଉଲ, ସିଲ୍ୱାନ, ଏବଂ ତୀମଥୀକୁ ସୁଚାଏ ।(ଦେଖନ୍ତୁ: ବିଶେଷ) #. ୟୁମଭେମାନେ ସୁସ୍ଥିର ହୁଅ ଏହା ଏକ ବାକ୍ୟାଂଶ ଅଟେ ଏକାନ୍ତର ଅନୁବାଦ: "ତୁମ୍ଭେମାନେ ଅତିଶୟ ଭରସା କର" । (UDB)(ଦେଖନ୍ତୁ:ବାକ୍ୟାଂଶ) #. ତୁମ୍ଭମାନଙ୍କ ସକାଶେ ଆମ୍ଭେମାନେ, ସମସ୍ତ ଆନନ୍ଦ ନିମନ୍ତେ ଯାହା ଇଶ୍ଵରଙ୍କ ଛାମୁରେ ତୁମ୍ଭମାନଙ୍କ ନିମନ୍ତେ ଇଶ୍ଵରଙ୍କୁ ଧନ୍ୟବାଦ ଦେଇପାରୁ ? ଏହା କୃତଜ୍ଞତା ପ୍ରକାଶ କରିବା ପାଇଁ ଏକ ଉଦ୍ଦିଷ୍ଠ ପ୍ରଶ୍ନ ଅଟେ ।(ଦେଖନ୍ତୁ :ଉଦ୍ଦିଷ୍ଠ ପ୍ରଶ୍ନ) ଏକାନ୍ତର ଅନୁବାଦ: "ଆମ୍ଭେମାନେ ଇଶ୍ଵରଙ୍କୁ ଧନ୍ୟବାଦ ଦେବା ଯଥେଷ୍ଟ ହେବ ନାହିଁ ଯାହା ସେ ତୁମ୍ଭମାନଙ୍କ ପ୍ରତି କରିଛନ୍ତି ! ଆମ୍ଭେମାନେ ଯେତେବେଳେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁ, ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଅତିଶୟ ଆନନ୍ଦ କରୁ!" #. ଦିବା ଏବଂ ରାତ୍ର "ନିରନ୍ତର" (ଦେଖନ୍ତୁ:ଅତ୍ୟୁକ୍ତି ଭାବ) #. ଅତିଶୟ "ବ୍ୟଗ୍ର ଭାବରେ" #. ତୁମ୍ଭମାନଙ୍କ ମୁଖ ଦେଖିବାକୁ "ତୁମ୍ଭମାନଙ୍କ ନିକଟକୁ ଭ୍ରମଣ କରିବାକୁ" (ଦେଖନ୍ତୁ: ଆଳଙ୍କାରିକ ଭାବ)