Door43-Catalog_or_tn/1TH/03/06.md

1.2 KiB

#. ଆମ୍ଭମାନଙ୍କ ନିକାକୁ ଫେରି ଆସିଲେ "ଆମ୍ଭମାନଙ୍କ" ଶବ୍ଦଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟ ବିଶ୍ଵାସୀମାନଙ୍କୁ ସୁଚାଏ ନାହିଁ ।(ଦେଖନ୍ତୁ: ବିଶେଷ) #. ତୁମ୍ଭମାନଙ୍କ ବିଶ୍ଵାସର ଶୁଭସମ୍ବାଦ " ତୁମ୍ଭମାନଙ୍କ ବିଶ୍ଵାସର ଏକ ଭଲ ସମ୍ବାଦ" #. ତୁମ୍ଭେମାନେ ଆମ୍ଭମାନଙ୍କୁ ଦେଖିବାକୁ ଅପେକ୍ଷା କରୁଅଛ "ତୁମ୍ଭେମାନେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ" #. ତୁମ୍ଭମାନଙ୍କ ବିଶ୍ଵାସ ଦ୍ଵାରା "ଖ୍ରୀଷ୍ଟରେ ତୁମ୍ଭମାନଙ୍କ ବିଶ୍ଵାସ ଦ୍ଵାରା" କିମ୍ବା ତୁମ୍ଭମାନଙ୍କ ଦ୍ଵାରା ଅଗ୍ରଗତି କରୁଥିବା ବିଶ୍ଵାସ" । (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)