Door43-Catalog_or_tn/1TH/03/04.md

956 B

#. ଆମ୍ଭେମାନେ ତୁମ୍ଭମାନଙ୍କ ସହ ଥିଲୁ "ଆମ୍ଭେମାନେ" ସର୍ବନାମଟି ପାଉଲ, ସିଲ୍ୱାନ, ଏବଂ ତୀମଥୀକୁ ସୁଚାଏ କିନ୍ତୁ ତାଙ୍କ ସ୍ରୋତାମାନଙ୍କୁ ନୁହେଁ (ଦେଖନ୍ତୁ:ବିଶେଷ) #. କଲେଶ ଭୋଗ କରିବାକୁ "ଅନ୍ୟମାନଙ୍କ ଦ୍ଵାରା ଦୁର୍ବ୍ୟବହାର କରାଗଲେ" #. ମୁଁ ଆଉ ଅଧିକ ସହ୍ୟ ନ କରି ପାରିବାରୁ "ସହ୍ୟ କରିବା" " ମୁଁ ଅତିଶୟ ଭାବରେ ଜାଣିବାକୁ" ନିମନ୍ତେ ଏକ ବାକ୍ୟାଂଶ ଅଟେ" (ଦେଖନ୍ତୁ: ବାକ୍ୟାଂଶ) #. ମୁଁ ପଠାଇଲି "ମୁଁ ତୀମଥୀକୁ ପଠାଇଲି #. ବ୍ୟର୍ଥରେ "ନିଷ୍ଫଳ"