Door43-Catalog_or_tn/1TH/03/01.md

1.5 KiB

#. ଆମ୍ଭେମାନେ ଆଉ ଅଧିକ ନ ସହିପାରୁ "ଆମ୍ଭେମାନେ ଆଉ ଅଧିକ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା ସହି ନ ପାରିବାରୁ" "ଆମ୍ଭେମାନେ" ଶବ୍ଦଟି ଥେସଲନିକୀୟମାନଙ୍କ ଛଡା ପାଉଲ, ସିଲ୍ୱାନ, ଏବଂ ତୀମଥୀକୁ ସୁଚାଏ ।(ଦେଖନ୍ତୁ: ବିଶେଷ) #. ଆଥୀନୀରେ ଏକାକୀ ପଛରେ ରହିବାକୁ ସ୍ଥିର ମନେ କଲୁ "ଆଥୀନୀରେ ସିଲ୍ୱାନ ଏବଂ ମୋ ନିମନ୍ତେ ପଛରେ ରହିବାକୁ ଉତ୍ତମ ମନେ କଲୁ" #. ଆଥୀନୀ ଆଖାୟା ଅଞ୍ଚଳର ଏକ ନଗର ଯାହା ବର୍ତ୍ତମାନର ସମୟରେ ଗ୍ରୀସ୍ ଅଟେ (ଦେଖନ୍ତୁ: ନାମମାନଙ୍କୁ କିପରି ଅନୁବାଦ କରାଯାଏ) #. ଆମ୍ଭମାନଙ୍କ ଭାଇ "ଆମ୍ଭମାନଙ୍କ ଖ୍ରୀଷ୍ଟିୟାନ୍ ବନ୍ଧୁ" #. କେହିଜଣେ ବିଚଳିତ ନ ହେଉ "କେହିଜଣକୁ ଅସୁବିଧା ହେବା ନ ହେଉ" କିମ୍ବା କେହିଜଣେ ଅସ୍ଥିର ନ ହେଉ" #. ଆମ୍ଭମାନଙ୍କୁ ମନୋନୀତ କରାଯାଇଅଛି "ଆମ୍ଭମାନଙ୍କୁ ନିରୁପିତ କରାଯାଇଅଛି"