Door43-Catalog_or_tn/1TH/02/17.md

1.2 KiB

#. ଶରୀରରେ, କିନ୍ତୁ ହୃଦୟରେ ନୁହେଁ "ଶରୀରରେ କିନ୍ତୁ ନିରନ୍ତର ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲୁ" (ଦେଖନ୍ତୁ : ବାକ୍ୟାଂଶ) #. ତୁମ୍ଭମାନଙ୍କ ମୁଖ ଦେଖିବାକୁ "ତୁମ୍ଭମାନଙ୍କୁ ଦେଖିବାକୁ" କିମ୍ବା ତୁମ୍ଭମାନଙ୍କ ସହ ରହିବାକୁ" (ଦେଖନ୍ତୁ: synecdoche ଆଳଙ୍କାରିକ ଭାବ) #. ମୁଁ ପାଉଲ ପୁନର୍ବାର
"ମୁଁ ପାଉଲ ଦୁଇ ଥର ଚେଷ୍ଟା କଲୁ" (ଦେଖନ୍ତୁ:ବାକ୍ୟାଂଶ) #. ତାହାଙ୍କ ଆଗମନରେ.....ଆମ୍ଭମାନଙ୍କ ଭରସା କଅଣ ଅଟେ ? AT: ଆମ୍ଭମାନଙ୍କ ଭରସା ଭବିଷ୍ୟତ, ଆନନ୍ଦ ଏବଂ ଦର୍ପର ମୁକୁଟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନରେ ତୁମ୍ଭେମାନେ ଏବଂ ଅନ୍ୟମାନେ ଅଟ" ।(ଦେଖନ୍ତୁ: ଉଦ୍ଦିଷ୍ଠ ପ୍ରଶ୍ନ)