Door43-Catalog_or_tn/1TH/02/14.md

1.4 KiB

#. ମଣ୍ଡଳୀମାନଙ୍କର ଅନୁକରଣକାରୀ ହେଲେ ସେମାନେ ଅନ୍ୟ ଥେସଲନିକୀୟମାନଙ୍କ ଠାରୁ ଏକାପରି ବୈରତା ଅନୁଭବ କଲେ ଯେପରି ପ୍ରଥମ ଥେସଲନିକୀୟ ବିଶ୍ଵାସୀମାନେ ଯିହୁଦୀ ନେତାମାନଙ୍କଠାରୁ ତାଡନା ଅନୁଭବ କଲେ । ଏକାନ୍ତର ଅନୁବାଦ: "ମଣ୍ଡଳୀମାନଙ୍କ ସଦୃଶ...." #. ତୁମ୍ଭମାନଙ୍କ ଆପଣା ସ୍ଵଜାତୀୟମାନଙ୍କଠାରୁ "ଅନ୍ୟ ଥେସଲନିକୀୟମାନଙ୍କଠାରୁ" #. ସେମାନେ ଆମ୍ଭମାନଙ୍କୁ ପ୍ରଚାର କରିବାକୁ ବାଧା ଦେଲେ "ସେମାନେ ଆମ୍ଭମାନଙ୍କୁ ପ୍ରଚାର ବନ୍ଦ କରିବାକୁ କଲେ" #. ସର୍ବଦା ଆପଣା ପାପ ପରିପୁର୍ଣ୍ଣ କରୁଥାଆନ୍ତି "ନିରନ୍ତର ପାପ କରିବା" #. ସେମାନଙ୍କ ଉପରେ କ୍ରୋଧ ବର୍ଦ୍ଧି ଆସିଲାଣି "ଇଶ୍ଵରଙ୍କ ଦଣ୍ଡ ସେମାନଙ୍କ ଉପରେ ଆସିଅଛି" କିମ୍ବା "ଇଶ୍ଵରଙ୍କ କ୍ରୋଧ ସେମାନଙ୍କ ଉପରେ ଆସିଅଛି"