Door43-Catalog_or_tn/1TH/02/07.md

2.0 KiB

#. ଯେପରି ଯେତେବେଳେ ଏକ ମାଆ ତାହାର ସନ୍ତାନକୁ ସାନ୍ତ୍ଵନା ଦିଏ ଯେପରି ଏକ ମାଆ ତାହାର ସନ୍ତାନକୁ ଧୀର ଭାବରେ ସାନ୍ତ୍ଵନା ଦିଏ, ସେପରି ପାଉଲ, ସିଲ୍ୱାନ ଏବଂ ତୀମଥି ଥେସଲନିକୀୟ ବିଶ୍ଵାସୀମାନଙ୍କୁ କୋମଳ ଭାବରେ କଥା କହିଲେ (ଦେଖନ୍ତୁ :ତୁଳନାତ୍ମକ ବ୍ୟବହାର) #. ତୁମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ସ୍ନେହ ଥିଲା "ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କଲୁ" #. ତୁମ୍ଭେମାନେ ଆମ୍ଭମାନଙ୍କଠାରେ ଅତି ପ୍ରିୟ ଥିଲ "ଆମ୍ଭେମାନେ ଗଭୀର ଭାବରେ ତୁମ୍ଭମାନଙ୍କର ଯତ୍ନ ନେଲୁ" #. ଆମ୍ଭମାନଙ୍କ ପରିଶ୍ରମ ଏବଂ କଠିନ କାର୍ଯ୍ୟ "ପରିଶ୍ରମ" ଏବଂ "କଠିନ କାର୍ଯ୍ୟ" ଶବ୍ଦଗୁଡିକ ସମାନ ଅଟେ ଯାହା ଉଦ୍ୟମ କାର୍ଯ୍ୟକରିବା ଏବଂ ସନ୍ତୋଷଜନକ ପ୍ରକାଶିତ କରିଥାଏ "ଆମ୍ଭମାନଙ୍କ ପରିଶ୍ରମ" (ଦେଖନ୍ତୁ : ଦୁଇ ଅଂଶଯୁକ୍ତ) #. ଆମ୍ଭେମାନେ ଦିବାରାତ୍ର କଠିନ ପରିଶ୍ରମ କଲୁ ଯେପରି ଆମ୍ଭେମାନେ କାହାରି ଉପରେ ଭାର ନ ହେଉ "ଆମ୍ଭେମାନେ ଆମ୍ଭମାନଙ୍କର ଜୀବିକା ନିର୍ବାହ ନିମନ୍ତେ କଠିନ ପରିଶ୍ରମ କଲୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବାର ଆବଶ୍ୟକ ନ ପଡେ"