Door43-Catalog_or_tn/1TH/02/03.md

890 B

#. ଆମ୍ଭମାନଙ୍କ ଉତ୍ସାହିତ ନିମନ୍ତେ ସର୍ବନାମ "ଆମ୍ଭମାନଙ୍କ" ଟିପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ #. ଭ୍ରମରୁ ନୁହେଁ, କିଅବା ଅଶୁଚିତାମୁଳକ ନୁହେଁ, କିଅବା ଛଳରୁ ନୁହେଁ "ସତ୍ୟତାରୁ, ସୁଚୀମୁଳକ ଏବଂ ନିଷ୍କପଟତାରୁ" (ଦେଖନ୍ତୁ : #. ଇଶ୍ଵର, ଯିଏ ଆମ୍ଭମାନଙ୍କର ହୃଦୟକୁ ନିରୀକ୍ଷଣ କରନ୍ତି "ଇଶ୍ଵର, ଯିଏ ଆମ୍ଭମାନଙ୍କ ହୃଦୟଗୁଡିକ ଏବଂ କାର୍ଯ୍ୟଗୁଡିକ ଅନୁସନ୍ଧାନ କରନ୍ତି" (ଦେଖନ୍ତୁ: synecdoche ଆଳଙ୍କାରିକ ଭାବ)