Door43-Catalog_or_tn/1TH/02/01.md

1.3 KiB

#. ତୁମ୍ଭେମାନେ ନିଜେ "ତୁମ୍ଭେମାନେ" ଶବ୍ଦଟି ଥେସଲନିକୀୟ ବିଶ୍ଵାସୀମାନଙ୍କୁ ସୁଚିତ କରାଯାଏ । (ଦେଖନ୍ତୁ: "ତୁମ୍ଭମାନଙ୍କ" ର ପ୍ରକାର) #. ଆମ୍ଭମାନଙ୍କ ଆଗମନ "ଆମ୍ଭେ" ଶବ୍ଦଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟ ବିଶ୍ଵାସୀମାନଙ୍କୁ ସୁଚାଏ ନାହିଁ ।(ଦେଖନ୍ତୁ: ବିଶେଷ) #. ବ୍ୟର୍ଥ ହୋଇନାହିଁ "ଅତ୍ୟଧିକ ବହୁମୁଲ୍ୟ ଥିଲା" (ଦେଖନ୍ତୁ: litotes ଆଳଙ୍କାରିକ ଭାବ) #. ଦୁଃଖ ଏବଂ ଅତ୍ୟାଚାର ଭୋଗ କଲେ ପାଉଲଙ୍କୁ ପ୍ରହାର କରାଗଲା ଏବଂ ଫିଲିପ୍ପୀର କାରାଗାରରେ ପକାଗଲା ଏଠାରେ : "ଦୁର୍ବ୍ୟବହାର ଏବଂ ଅପମାନ କରାଗଲା" #. ଅଧିକ ସମସ୍ୟାମାନଙ୍କ ମଧ୍ୟରେ "ମହା ବିରୋଦ୍ଧର ସଭା ସମୟରେ"