Door43-Catalog_or_tn/1TH/01/08.md

1.7 KiB

#. ଘୋଷିତ ହୋଇଅଛି "ବ୍ୟାପ୍ତ ହୋଇଅଛି" #. ଆଖାୟା ପୁରାତନ ସମୟର ଏକ ସହର ଯାହା ବର୍ତ୍ତମାନ ସମୟରେ ଗ୍ରୀସ୍ କୁହାଯାଏ । #. ସମସ୍ଥ ସ୍ଥାନରେ "ଅଞ୍ଚଳର ସର୍ବତ୍ର ସ୍ଥାନମାନଙ୍କରେ" #. ଯେଣୁ ସେମାନେ ନିଜେ ନିଜେ ପାଉଲ ସେହି ମଣ୍ଡଳୀଗୁଡିକୁ ସୁଚାଉଛନ୍ତି ଯାହା ପରିସ୍ଥାନ ଅଞ୍ଚଳ ମାନଙ୍କରେ ଯେଉଁମାନେ ଥେସଲନିକୀୟ ବିଶ୍ଵାସୀମାନଙ୍କ ବିଷୟରେ ଶୁଣିଛନ୍ତି । #. ସେମାନେ ନିଜେ ନିଜେ "ନିଜେ ନିଜେ" ଶବ୍ଦଟିକୁ ଗୁରୁତ୍ଵପୁର୍ଣ୍ଣ କରାଯାଇଅଛି । #. ତୁମ୍ଭମାନଙ୍କ ସହ ଆମ୍ଭମାନଙ୍କ କିପ୍ରକାରର ମିଳନ ଥିଲା କିପରି ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ସ୍ଵାଗତ କରିଥିଲ । #. ସ୍ଵର୍ଗରୁ ତାହାଙ୍କ ପୁତ୍ର "ସ୍ଵର୍ଗରୁ ଇଶ୍ଵରଙ୍କ ପୁତ୍ର" #. ଯାହାକୁ ସେ ଉଠାଇଥିଲେ "ଯାହାକୁ ଇଶ୍ଵର ଉଠାଇଥିଲେ" #. ଯିଏ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି "ଆମ୍ଭମାନଙ୍କୁ" ଶଦ୍ଦରେ ପାଉଲ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । ।(ଦେଖନ୍ତୁ:ସମଷ୍ଠିଗତ ଭାବ)