Door43-Catalog_or_tn/1TH/01/06.md

827 B

#. ତୁମ୍ଭେମାନେ ଅନୁକାରୀ ହୋଇଥିଲ "ଅନୁକରଣ କରିବା କିମ୍ବା ଅନୁସରଣ କରିବା ଏକାନ୍ତରିକ ଅନୁବାଦ: "ତୁମ୍ଭେମାନେ ଆମ୍ଭମାନଙ୍କର ଅନୁବାଦ କଲ" । #. ବାକ୍ୟ ଗ୍ରହଣ କଲ "ଶିକ୍ଷାକୁ ସ୍ଵାଗତ କଲ" କିମ୍ବା " ଶିକ୍ଷାକୁ ଗ୍ରହଣ କଲ" #. ବହୁ କ୍ଲେଶଭୋଗ ମଧ୍ୟରେ " ବହୁ ଦୁଃଖ ପୀଡା ସମୟରେ" କିମ୍ବା "ବହୁ ତାଡନା ସମୟରେ" । #. ଆଖାୟା ପୁରାତନ ସମୟର ଏକ ସହର ଯାହା ବର୍ତ୍ତମାନ ସମୟରେ ଗ୍ରୀସ୍ କୁହାଯାଏ