Door43-Catalog_or_tn/1TH/01/04.md

1.9 KiB
Raw Permalink Blame History

#. ଭାଇମାନେ "ପ୍ରିୟ ଭାତ୍ରୁବୃନ୍ଦ" #. ଆମ୍ଭେମାନେ ତୁମ୍ଭମାନଙ୍କ ଆହ୍ଵାନକୁ ଜାଣୁ "ଆମ୍ଭେମାନେ ଜାଣୁ ଯେ ଇଶ୍ଵର ତାହାଙ୍କ ଲୋକମାନ ହେବା ପାଇଁ ମନୋନୀତ କରିଛନ୍ତି" (UDB), କିମ୍ବା "ଆମ୍ଭେମାନେ ଜାଣୁ ଯେ ଇଶ୍ଵର ତୁମ୍ଭମାନଙ୍କୁ ତାହାଙ୍କ ସେବା କରିବା ପାଇଁ ବିଶେଷ ଭାବରେ ଆହ୍ଵାନ କରିଛନ୍ତି" । #. ଆମ୍ଭେମାନେ ଜାଣୁ "ଆମ୍ଭେମାନେ" ଶବ୍ଦଟି ପାଉଲ, ସିଲ୍ୱାନ ଏବଂ ତୀମଥିକୁ ସୁଚିତ କରାଯାଏ କିନ୍ତୁ ଥେସଲନିକୀୟ ବିଶ୍ଵାସୀମାନଙ୍କୁ ନୁହେଁ । (ଦେଖନ୍ତୁ : ବିଶେଷ ଭାବରେ) #. ମାତ୍ର ଶକ୍ତି, ପବିତ୍ରଆତ୍ମାରେ ସମ୍ଭବତଃ ଅର୍ଥଗୁଡିକ ହେଲା ୧) "ପାଉଲ ଏବଂ ତାହାର ସହକର୍ମୀମାନେ" ପବିତ୍ରଆତ୍ମାଙ୍କ ଦ୍ଵାରା ଶକ୍ତିଯୁକ୍ତ ହୋଇ ପ୍ରଚାର କଲେ" କିମ୍ବା )ପବିତ୍ରଆତ୍ମାଙ୍କ ବିଶ୍ଵାସ କରିବା ପ୍ରକ୍ରିୟା ଦ୍ଵାରା ସୁସମାଚାରର ବିଶ୍ଵାସୀମାନଙ୍କ ଉପରେ ଏକ ଶକ୍ତିଯୁକ୍ତ ପ୍ରଭାବ ରହିଅଛି" । #. ଅତ୍ୟନ୍ତ ନିଶ୍ଚୟତା ସହ" "ଏହିପରି ଭାବରେ" (UDB) #. କିପ୍ରକାରର ପୁରୁଷମାନେ "କିପ୍ରକାରରେ ଆମ୍ଭେମାନେ ବ୍ୟବହାର କରିଥିଲୁ" (UDB)