Door43-Catalog_or_tn/1TH/01/02.md

1.6 KiB

#. ଆମ୍ଭେ ସର୍ବଦା ଇଶ୍ଵରଙ୍କୁ ଧନ୍ୟବାଦ ଦେଉ ଏହା ଏକ ଅତ୍ୟୁକ୍ତି ଅଟେ ଏହାକୁ ଏପରି ଅନୁବାଦ କରାଯାଇପାରେ "ଆମ୍ଭେ ସର୍ବଦା ନିରନ୍ତର ଭାବରେ ଧନ୍ୟବାଦ ଦେଉ" (ଦେଖନ୍ତୁ : ଅତ୍ୟୁକ୍ତି ଭାବ) #. ଆମ୍ଭେମାନେ ସର୍ବଦା "ଆମ୍ଭେ" ଶବ୍ଦଟି ପାଉଲ, ସିଲ୍ୱାନ, ଏବଂ ତୀମଥିକୁ ସୁଚାଏ କିନ୍ତୁ ଥେସଲନିକୀୟ ବିଶ୍ଵାସୀମାନଙ୍କୁ ସୁଚାଏ ନାହିଁ । (ଦେଖନ୍ତୁ: ବିଶେଷ) #. ଆମ୍ଭେ ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖ କରୁ "ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ" #. ଆମ୍ଭେ ନିରନ୍ତର ଭାବରେ ସ୍ମରଣ କରୁ "ଆମ୍ଭେ ବାରମ୍ବାର ସ୍ମରଣ କରୁ" #. ବିଶ୍ଵାସର କାର୍ଯ୍ୟ "ବିଶ୍ଵାସର କର୍ମ" କିମ୍ବା " ଇଶ୍ଵରଙ୍କ ନିମନ୍ତେ ତୁମ୍ଭମାନଙ୍କ କାର୍ଯ୍ୟ ଯେହେତୁ ତୁମ୍ଭେମାନେ ଇଶ୍ଵରଙ୍କଠାରେ ଭରସା କର" (UDB) #. ଭରସାର ଧୈର୍ଯ୍ୟ "ଭରସାର ସହିଷ୍ଣୁତା"