Door43-Catalog_or_tn/1PE/05/12.md

1.3 KiB

ସିଲ୍ବାନ

(ଦେଖନ୍ତୁ: ଅନୁବାଦିତ ନାମଗୁଡିକ)

ଉତ୍ସାହିତ କରିବା

"ସଚେତନ କରିବା," ପରାମର୍ଶ କରିବା," କିମ୍ବା "ବିନତି କରିବା"

ଯାହା ମୁଁ ଲେଖିଅଛି ତାହା ଈଶ୍ଵରଙ୍କ ସତ୍ୟ ଅନୁଗ୍ରହ

"ଯାହା ମୁଁ ଲେଖିଅଛି ଯାହା ଈଶ୍ଵର ଆମ୍ଭମାନଙ୍କ ନିମନ୍ତେ ଦୟାଶୀଳ ଭାବରେ କରନ୍ତି ସେହି ବିଷୟର ସତ୍ୟ ସମ୍ବାଦ ଅଟେ" (UDB)

ଏଥିରେ ସ୍ଥିର ରୁହ

"ନିରନ୍ତର ଦୃଢ ଭାବରେ ଏହି ସମ୍ବାଦକୁ ବିଶ୍ଵାସ କର" (ଦେଖନ୍ତୁ: ଉପମା/ତୁଳନା/ରୂପକ) "ଏହା" ଶବ୍ଦ ଈଶ୍ଵରଙ୍କ ଅନୁଗ୍ରହକୁ ଦର୍ଶାଏ ।

ସେ ଯେ ବାବିଲରେ ଅଛନ୍ତି

ବାବିଲ ରୋମର ସାଙ୍କେତିକ ଶବ୍ଦ ଅଟେ ।

ଚୁମ୍ବନ ସହ ପରସ୍ପରକୁ ନମସ୍କାର କର

"ପରସ୍ପରକୁ ସ୍ଵାଗତ ଏବଂ ପ୍ରେମ କର"