Door43-Catalog_or_tn/1PE/05/10.md

1.3 KiB

ଏହିକ୍ଷଣି ପିତର ଶୟତାନକୁ ପ୍ରତିରୋଧ କରିବାକୁ ଏବଂ ଦୃଢ ହେବାକୁ ବିଶ୍ଵାସୀମାନଙ୍କୁ କହିଅଛନ୍ତି ।

କିଛି ସମୟ ନିମନ୍ତେ

"ଅଳ୍ପ ସମୟ ନିମନ୍ତେ"

ସମସ୍ତ ଅନୁଗ୍ରହର ଈଶ୍ଵର

"ଈଶ୍ଵର ଯେ ସମ୍ପୁର୍ଣ୍ଣ ଭାବରେ ଦୟାଶୀଳ ଅଟନ୍ତି"

ଯେ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ତାହାଙ୍କ ଅନନ୍ତ ଗୌରବକୁ ଆହ୍ୱାନ କରିଅଛନ୍ତି

"ଯେ ଆମ୍ଭମାନଙ୍କୁ ସ୍ଵର୍ଗରେ ତାହାଙ୍କ ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ମନୋନୀତ କରିଅଛନ୍ତି ଯେହେତୁ ଆମ୍ଭେମାନ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛୁ" (UDB)

ତୁମ୍ଭମାନଙ୍କୁ ସିଦ୍ଧ କରିବେ

"ତୁମ୍ଭମାନଙ୍କୁ ପୁନର୍ସ୍ଥାପିତ କରିବେ"

ସ୍ଥାପିତ କରିବେ

"ନିରାପଦ ଭାବରେ ସ୍ଥାପିତ କରିବେ"