Door43-Catalog_or_tn/1PE/05/08.md

1.1 KiB

କିପରି ଜୀବନ ଯାପନ କରିବେ ତାହା ପିତର ଏହିକ୍ଷଣି ଯୁବକ ଲୋକମାନଙ୍କୁ ଏବଂ ତା'ପରେ ମଣ୍ଡଳୀର ସମସ୍ତ ବିଶ୍ଵାସୀମାନେ କହିଅଛନ୍ତି ।

ଗର୍ଜନ କରୁଥିବା ସିଂହ ସଦୃଶ୍ୟ

ଶୟତାନକୁ ଏକ ସିଂହ ସହ ତୁଳନା କରାଯାଇଅଛି ଯେହେତୁ ସେ ଲୋକମାନଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଅଛି (ଦେଖନ୍ତୁ: ତୁଳନା/ଉପମା)

ଚାରିପଟେ ଶିକାର କରିବାକୁ ବୁଲୁଅଛି

"ଚାରିପଟେ ଗମନ କରୁଅଛି: କିମ୍ବା "ଶିକାର କରିବା ଉଦ୍ଦେଶ୍ୟରେ ଭ୍ରମଣ କରୁଅଛି"

ତାହାଙ୍କ ବିପକ୍ଷରେ ଠିଆ ହୁଅ

"ତାହାଙ୍କୁ ପ୍ରତିରୋଧ କର"

ଜଗତରେ

"ଜଗତର ଅନେକ ସ୍ଥାନରେ"