Door43-Catalog_or_tn/1PE/05/05.md

1.3 KiB

ପିତର ମଣ୍ଡଳୀର ନେତାମାନେ କିପର ବାସ କରିବା ଉଚିତ୍ ତାହା ସେମାନଙ୍କୁ କହିଅଛନ୍ତି ।

ତୁମ୍ଭେମାନେ ସମସ୍ତେ

ଏହା କେବଳ ଯୁବକ ଲୋକମାନଙ୍କୁ ନୁହେଁ, କିନ୍ତୁ ସମସ୍ତ ବିଶ୍ଵାସୀମାନଙ୍କୁ ଦର୍ଶାଏ ।

ଆପଣା ଆପଣାକୁ ନମ୍ରତାର ସହ କଟି ବନ୍ଧନ କର

"ପରସ୍ପର ପ୍ରତି ନମ୍ରତା ଭାବରେ କାର୍ଯ୍ୟ କରିବା ଉଚିତ୍" (UDB) (ଦେଖନ୍ତୁ: ଉପମା/ତୁଳନା/ରୂପକ)

ପକାଅ

"ତାହାଙ୍କୁ ଯତ୍ନ ନେବାକୁ ଦିଅ" (UDB)

ତୁମ୍ଭମାନଙ୍କର ଚିନ୍ତା

"ତୁମ୍ବମାନଙ୍କର ଚିନ୍ତା" କିମ୍ବା "ତୁମ୍ବମାନଙ୍କର ସମସ୍ୟା" କିମ୍ବା "ତୁମ୍ବମାନଙ୍କର ପ୍ରତିବନ୍ଧକ"

ସେ ତୁମ୍ଭମାନଙ୍କ ଯତ୍ନ ନିଅନ୍ତି

"ସେ ତୁମ୍ଭମାନଙ୍କ ବିଷୟରେ ଚିନ୍ତିତ ଅଟନ୍ତି"