Door43-Catalog_or_tn/1PE/05/01.md

1.1 KiB

ପିତର ତାଡନା ସମୟରେ ବିଶ୍ଵାସୀମାନଙ୍କୁ ଅଳ୍ପ ଉତ୍ସାହିତ କରିଅଛନ୍ତି ।

ତୁମ୍ଭମାନଙ୍କ ମଧ୍ୟରେ ପ୍ରାଚୀନବର୍ଗ

"ତୁମ୍ଭେମାନେ" ଶବ୍ଦ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵାସୀମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ସେଥିପାଇଁ

"ଏହି କାରଣ ପାଇଁ"

ଈଶ୍ଵରଙ୍କ ପଲ

ଏହା ମଣ୍ଡଳୀକୁ ଏକ ମେଷମାନଙ୍କର ଦଳ ସହ ତୁଳନା କରେ । (ଦେଖନ୍ତୁ: ତୁଳନା/ରୂପକ/ଉପମା)

ତତ୍ତ୍ଵ ନେବା

"ଯତ୍ନ ନେବା" କିମ୍ବା "ପାଳନ କରିବା"

କର୍ତ୍ତା ପରି କାର୍ଯ୍ୟ କର ନାହିଁ

"ଏକ ମହତ୍ଵପୁର୍ଣ୍ଣ ମାଲିକ ପରି କାର୍ଯ୍ୟ କର ନାହିଁ"